"ତୁ ମୋ ଲଭ୍ ଷ୍ଟୋରୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
|||
୧୮ କ ଧାଡ଼ି: | ୧୮ କ ଧାଡ଼ି: | ||
| studio = |
| studio = |
||
| distributor = |
| distributor = |
||
| released = ୭ ଅପ୍ରେଲ ୨୦୧୭<ref name="ତୁ ମୋ ଲଭ୍ ଷ୍ଟୋରୀ">{{cite news|title=Tu Mo Love Story- Teen Age Love Story Based Odia Movie Releasing on 7th April|url=http://enewsodia.com/tu-mo-love-story-teen-age-love-story-based-odia-movie-releasing-on-7th-april/|accessdate=6 April 2017|newspaper=E News ଓଡ଼ିଆ|date=5 April 2017}}</ref> |
|||
| released = ୭ ଅପ୍ରେଲ ୨୦୧୭ |
|||
| runtime = |
| runtime = |
||
| country = {{flag|ଭାରତ}} |
| country = {{flag|ଭାରତ}} |
୨୦:୧୩, ୬ ଅପ୍ରେଲ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ତୁ ମୋ ଲଭ୍ ଷ୍ଟୋରୀ | |
---|---|
ନିର୍ଦ୍ଦେଶକ | ତାପସ ସରଗରିଆ |
ପ୍ରଯୋଜକ | ଦୀପକ କୁମାର ମିଶ୍ର |
ସଂଳାପ | (ସଂଳାପ): |
କଳାକାର | ସ୍ୱରାଜ ବାରିକ, ଭୂମିକା, ମିହିର ଦାସ, ଦେବାଶିଷ |
ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୭ ଅପ୍ରେଲ ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁ ମୋ ଲଭ୍ ଷ୍ଟୋରୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଗରିଆ ଏବଂ ପ୍ରଯୋଜନା କରିଥିଲେ ଦୀପକ କୁମାର ମିଶ୍ର । ତରଙ୍ଗ ସିନେ ପ୍ରଡ଼କ୍ସନ୍ରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ଏବଂ କଣ୍ଠଦାନ କରିଥିଲେ ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ ।[୨]
କିଶୋର ବୟସର ଦୁଇ ଯୁବକ-ଯୁବତୀଙ୍କ ପ୍ରେମ କାହାଣୀକୁ ନେଇ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଶିଶୁ କଳାକାର ଭାବରେ ଅଭିନୟ କରୁଥିବା ସ୍ୱରାଜ ବାରିକ ଏବଂ ଭୂମିକା ଏହି ଚଳଚ୍ଚିତ୍ରର ନାୟକ ଏବଂ ନାୟିକା ଭାବରେ ଅଭିନୟ କରିଥିଲେ । ମିହିର ଦାସ, ଦେବାଶିଷ ଭଳି ପ୍ରମୁଖ ଅଭିନେତା ଗଣ ଏହି ଚଳଚ୍ଚିତ୍ରରେ ସହ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ଏହି ଚଳଚ୍ଚିତ୍ରର କାହାଣୀ ଅନୁସାରେ ଦୁଇ କିଶୋର ବୟସର ନାୟକ ଏବଂ ନାୟିକାଙ୍କୁ ସ୍ଥାନ ଦିଆଯାଇଥିଲା । ସ୍ୱରାଜ, ଯିଏକି ପୂର୍ବରୁ ଶିଶୁକଳାକାର ଭାବରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ପ୍ରଥମ ଥର ପାଇଁ ନାୟକ ରୂପେ ଅଭିନୟ ଆରମ୍ଭ କରିଥିଲେ । ନାୟିକା ଭୂମିକାରେ ଅଭିନୟ କରିଥିଲେ ଭୂମିକା, ଯିଏକି ପୂର୍ବରୁ ରୁମ୍କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୩] ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ମାନେ ହେଲେ:
- ସ୍ୱରାଜ ବାରିକ
- ଭୂମିକା
- ମିହିର ଦାସ
- ଦେବାଶିଷ
- ବିକାଶ ଦାସ
- ପ୍ରିୟଙ୍କା
- ପ୍ରଜ୍ଞା
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । କଣ୍ଠାଦନ କରିଥିଲେ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର । ଏହି ଚଳଚ୍ଚିତ୍ରରେ ସମୁଦାୟ ୫ଟି ଗୀତ ଅଛି ।[୪] ଚଳଚ୍ଚିତ୍ରଟି ପାଇଁ ଗୀତ ରଚନା କରିଥିଲେ ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ।[୩]
ଗୀତ
ଗୀତ | ରଚନା | କଣ୍ଠଦାନ |
---|---|---|
ତୁ ମୋ ଲଭ୍ ଷ୍ଟୋରୀ | ହ୍ୟୁମାନ ସାଗର, ଅନ୍ୟନ୍ୟା ଶ୍ରୀତମ ନନ୍ଦ | |
ଚାଲ ଆମେ ପାଖାପାଖି ବସିବା | ଆଶୁତୋଷ ମହାନ୍ତି, ଦୀପ୍ତିରେଖା ପାଢ଼ୀ | |
ଯଦି ଏଇ ଜୀବନରେ ଆସିଲୁ ଥରେ | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | |
ପ୍ରେମରେ ପାପ କେତେ ପୁଣ୍ୟ କେତେ | ବିଶ୍ୱଜିତ ମହାପତ୍ର, ଅନନ୍ୟା ଶ୍ରୀତମ ନନ୍ଦ | |
ଟିକେ ଟିକେ ଅଚିହ୍ନା | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ |
ଆଧାର
- ↑ "Tu Mo Love Story- Teen Age Love Story Based Odia Movie Releasing on 7th April". E News ଓଡ଼ିଆ. 5 April 2017. Retrieved 6 April 2017.
- ↑ "Tu Mo Love Story Odia Film of Swaraj and Bhumika". OdiaInfo.in. Retrieved 6 April 2017.
- ↑ ୩.୦ ୩.୧ "The Audio of Romantic Drama "Tu Mo Love Story" Has Been Released". E News ଓଡ଼ିଆ. 8 March 2017. Retrieved 6 April 2017.
- ↑ "'ତୁ ମୋ ଲଭ୍ ଷ୍ଟୋରୀ'ର ଅଡ଼ିଓ ରିଲିଜ୍". Odisha Reporters. 8 March 2017. Retrieved 6 April 2017.