Jump to content

"ତୁ ମୋ ଲଭ୍ ଷ୍ଟୋରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"{{Infobox film | name = ତୁ ମୋ ଲଭ୍ ଷ୍ଟୋରୀ | image = | image size = | alt..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୪୧ କ ଧାଡ଼ି: ୪୧ କ ଧାଡ଼ି:


==ଗୀତ ଏବଂ ସଙ୍ଗୀତ==
==ଗୀତ ଏବଂ ସଙ୍ଗୀତ==
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]] । କଣ୍ଠାଦନ କରିଥିଲେ, [[ହ୍ୟୁମାନ ସାଗର]], [[ଦୀପ୍ତିରେଖା ପାଢ଼ୀ]], [[ଅନନ୍ୟା ଶ୍ରୀତମ ନନ୍ଦ]], ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର । ଏହି ଚଳଚ୍ଚିତ୍ରରେ ସମୁଦାୟ ୫ଟି ଗୀତ ଅଛି ।<ref>{{cite news|title=‘ତୁ ମୋ ଲଭ୍‌ ଷ୍ଟୋରୀ’ର ଅଡ଼ିଓ ରିଲିଜ୍‌|url=https://or.wikipedia.org/w/index.php?title=ତୁ_ମୋ_ଲଭ୍_ଷ୍ଟୋରୀ&action=edit&redlink=1|accessdate=6 April 2017|newspaper=Odisha Reporters|date=8 March 2017}}</ref>
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]] । କଣ୍ଠାଦନ କରିଥିଲେ, [[ହ୍ୟୁମାନ ସାଗର]], [[ଦୀପ୍ତିରେଖା ପାଢ଼ୀ]], [[ଅନନ୍ୟା ଶ୍ରୀତମ ନନ୍ଦ]], ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର । ଏହି ଚଳଚ୍ଚିତ୍ରରେ ସମୁଦାୟ ୫ଟି ଗୀତ ଅଛି ।<ref>{{cite news|title=‘ତୁ ମୋ ଲଭ୍‌ ଷ୍ଟୋରୀ’ର ଅଡ଼ିଓ ରିଲିଜ୍‌|url=https://or.wikipedia.org/w/index.php?title=ତୁ_ମୋ_ଲଭ୍_ଷ୍ଟୋରୀ&action=edit&redlink=1|accessdate=6 April 2017|newspaper=Odisha Reporters|date=8 March 2017}}</ref> ଚଳଚ୍ଚିତ୍ରଟି ପାଇଁ ଗୀତ ରଚନା କରିଥିଲେ ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ।<ref name="Audio Release">{{cite news|title=The Audio of Romantic Drama "Tu Mo Love Story" Has Been Released|url=http://enewsodia.com/the-audio-of-the-romantic-drama-tu-mo-love-story-has-been-released/|accessdate=6 April 2017|newspaper=E News ଓଡ଼ିଆ|date=8 March 2017}}</ref>


===ଗୀତ===
===ଗୀତ===

୨୦:୦୯, ୬ ଅପ୍ରେଲ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ତୁ ମୋ ଲଭ୍ ଷ୍ଟୋରୀ
ନିର୍ଦ୍ଦେଶକତାପସ ସରଗରିଆ
ପ୍ରଯୋଜକଦୀପକ କୁମାର ମିଶ୍ର
ସଂଳାପ(ସଂଳାପ):
କଳାକାରସ୍ୱରାଜ ବାରିକ, ଭୂମିକା, ମିହିର ଦାସ, ଦେବାଶିଷ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୭ ଅପ୍ରେଲ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋ ଲଭ୍ ଷ୍ଟୋରୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଗରିଆ ଏବଂ ପ୍ରଯୋଜନା କରିଥିଲେ ଦୀପକ କୁମାର ମିଶ୍ର । ତରଙ୍ଗ ସିନେ ପ୍ରଡ଼କ୍ସନ୍‌ରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ଏବଂ କଣ୍ଠଦାନ କରିଥିଲେ ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ[]

କିଶୋର ବୟସର ଦୁଇ ଯୁବକ-ଯୁବତୀଙ୍କ ପ୍ରେମ କାହାଣୀକୁ ନେଇ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଶିଶୁ କଳାକାର ଭାବରେ ଅଭିନୟ କରୁଥିବା ସ୍ୱରାଜ ବାରିକ ଏବଂ ଭୂମିକା ଏହି ଚଳଚ୍ଚିତ୍ରର ନାୟକ ଏବଂ ନାୟିକା ଭାବରେ ଅଭିନୟ କରିଥିଲେ । ମିହିର ଦାସ, ଦେବାଶିଷ ଭଳି ପ୍ରମୁଖ ଅଭିନେତା ଗଣ ଏହି ଚଳଚ୍ଚିତ୍ରରେ ସ‌ହ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଏହି ଚଳଚ୍ଚିତ୍ରର କାହାଣୀ ଅନୁସାରେ ଦୁଇ କିଶୋର ବୟସର ନାୟକ ଏବଂ ନାୟିକାଙ୍କୁ ସ୍ଥାନ ଦିଆଯାଇଥିଲା । ସ୍ୱରାଜ, ଯିଏକି ପୂର୍ବରୁ ଶିଶୁକଳାକାର ଭାବରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ପ୍ରଥମ ଥର ପାଇଁ ନାୟକ ରୂପେ ଅଭିନୟ ଆରମ୍ଭ କରିଥିଲେ । ନାୟିକା ଭୂମିକାରେ ଅଭିନୟ କରିଥିଲେ ଭୂମିକା, ଯିଏକି ପୂର୍ବରୁ ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ମାନେ ହେଲେ:

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । କଣ୍ଠାଦନ କରିଥିଲେ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର । ଏହି ଚଳଚ୍ଚିତ୍ରରେ ସମୁଦାୟ ୫ଟି ଗୀତ ଅଛି ।[] ଚଳଚ୍ଚିତ୍ରଟି ପାଇଁ ଗୀତ ରଚନା କରିଥିଲେ ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ।[]

ଗୀତ

ଗୀତ ରଚନା କଣ୍ଠଦାନ
ତୁ ମୋ ଲଭ୍ ଷ୍ଟୋରୀ ହ୍ୟୁମାନ ସାଗର, ଅନ୍ୟନ୍ୟା ଶ୍ରୀତମ ନନ୍ଦ
ଚାଲ ଆମେ ପାଖାପାଖି ବସିବା ଆଶୁତୋଷ ମହାନ୍ତି, ଦୀପ୍ତିରେଖା ପାଢ଼ୀ
ଯଦି ଏଇ ଜୀବନରେ ଆସିଲୁ ଥରେ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ
ପ୍ରେମରେ ପାପ କେତେ ପୁଣ୍ୟ କେତେ ବିଶ୍ୱଜିତ ମହାପତ୍ର, ଅନନ୍ୟା ଶ୍ରୀତମ ନନ୍ଦ
ଟିକେ ଟିକେ ଅଚିହ୍ନା ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ

ଆଧାର

  1. "Tu Mo Love Story Odia Film of Swaraj and Bhumika". OdiaInfo.in. Retrieved 6 April 2017.
  2. "'ତୁ ମୋ ଲଭ୍‌ ଷ୍ଟୋରୀ'ର ଅଡ଼ିଓ ରିଲିଜ୍‌". Odisha Reporters. 8 March 2017. Retrieved 6 April 2017.
  3. "The Audio of Romantic Drama "Tu Mo Love Story" Has Been Released". E News ଓଡ଼ିଆ. 8 March 2017. Retrieved 6 April 2017.