ପ୍ରଧାନ ପୃଷ୍ଠା

ଉଇକିପିଡ଼ିଆ ରୁ
(Main page ରୁ ଲେଉଟି ଆସିଛି)
      ଓଡ଼ିଆ ଉଇକିପିଡ଼ିଆ
       ଏକ ଖୋଲା ଜ୍ଞାନକୋଷ, ଯାହା ସଭିଙ୍କୁ ଲେଖିବା ଓ ବଦଳାଇବାର ସୁବିଧା ଦେଇଥାଏ ।
        ଏହା ୭,୯୭୨ ଗୋଟି ପ୍ରସଙ୍ଗରେ ଭରା ।
Wikipediahalf.png

ମଧୁବାବୁଙ୍କ ଉପରେ ଜାରିକରାଯାଇଥିବା ଡାକଟିକଟ

ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।

ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।

ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


ପୁରା ପଢ଼ନ୍ତୁ...


Nuvola apps bookcase.png କେମିତି ବ୍ୟବହାର କରିବେ ଉଇକିପିଡ଼ିଆ
Wikipediahalf.png

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର





Wikipedia-logo.png ଅଲଗା ଭାଷାରେ ଉଇକିପିଡ଼ିଆ
Wikipediahalf.png

ଏହି ଉଇକିପିଡ଼ିଆଟି ଓଡ଼ିଆରେ ଲେଖା ହୋଇଅଛି । ଏହା ୨୦୦୨ (୨୦୦୨)ରେ ଆରମ୍ଭ ହୋଇଥିଲା, ଏବେ ଏଥିରେ ୭,୯୭୨ ଗୋଟି ଲେଖା ଅଛି । ଆହୁରି ଗୁଡ଼ିଏ ଉଇକିପିଡ଼ିଆ ମିଳୁଅଛି; କେତୋଟି ବଡ଼ ବଡ଼ ଉଇକିପିଡ଼ିଆ ହେଲା:


ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)