ଉଇକିପିଡ଼ିଆ:ଖୋଲା ଏଡ଼ିଟର

ଉଇକିପିଡ଼ିଆ ରୁ

ଏହି ଫରଦଟି ଉଇକିର ବାହାରେ କିଛି ବଛା ବଛା ସାଇଟକୁ ଆଣି ଥୋଇଛି ଯାହା ଦେଇ ଆପଣମାନେ ନାନା ଏଡିଟରସବୁକୁ ବ୍ୟବହାର କରି ଉଇକିରେ ଲେଖାଲେଖି କରିପାରିବେ ।

  • ଯେହେତୁ ଆପଣ ଆଗରୁ ଇଁରାଜି ଓ ବାକି ଭାଷାରେ ଉଇକିପିଡ଼ିଆ ଲେଖା ପଢ଼ିଥିବେ ଆଉ ସେହି ସବୁ ଲେଖା ଓଡ଼ିଆରେ ବି ରହିବା ଦରକାର ବୋଲି ଭାବୁଛନ୍ତି ତେବେ ଗୁଗଲ ତିଆରି ଏହି ଖୋଲା ଏଡିଟର ଦେଇ ଆପଣ ସେସବୁ ଭାଷାରେ ଲେଖାସବୁ ଓଡ଼ିଆରେ ଅନୁବାଦ କରିପାରିବେ । ଏହା ଗୋଟିଏ ସହଜ ଓ ସରଳ ଟୁଲ, ଏଠାରେ ଏହାକୁ ବ୍ୟବହାର କରି ଦେଖନ୍ତୁ । ତେବେ ଆପଣଙ୍କୁ ଗୁଗଲରେ ନୁଆ ଖାତାଟିଏ ଖୋଲି/ପୁରୁଣା ଖାତାକୁ ବ୍ୟବହାର କରି ଏଥିରେ କାମ କରିବାକୁ ପଡ଼ିବ । Wikipedia™ article ରେ କ୍ଲିକ କରି Translate from: ତଳେ ଥିବା ଭାଷାତାଲିକାରୁ ମୁଳ ଲେଖାର ଭାଷା ବାଛନ୍ତୁ । Translate to: ରେ Oriya ବାଛନ୍ତୁ । ତାପରେ ଅନୁବାଦ କରିଚାଲନ୍ତୁ ।

[ଏହାକୁ ବଦଳାନ୍ତୁ] ବାହାର ଲିଁକ

  1. ଗୁଗଲ ଟ୍ରାନସଲେଟ କିଟ
  2. ଗୁଗଲ ଟ୍ରାନସଲେଟ କିଟର ଭିଡିଓ ଶିଖଣ
ନିଜର ଟୁଲ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ