ଜାନକୀ ବଲ୍ଲଭ ପଟ୍ଟନାୟକ
ଉଇକିପିଡ଼ିଆ ରୁ
| ଜାନକୀ ବଲ୍ଲଭ ପଟ୍ଟନାୟକ | |
|---|---|
|
ରାଜ୍ୟପାଳ, ଆସାମ
|
|
| ପଦସ୍ଥ | |
| Assumed office ୧୧ ଡିସେମ୍ବର ୨୦୦୯ |
|
| ପୂର୍ବ ଅଧିକାରୀ | ସୟଦ ସିବତେ ରାଜି |
|
ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା
|
|
| କାର୍ଯ୍ୟକାଳ ୯ ଜୁନ ୧୯୮୦ – ୭ ଡିସେମ୍ବର ୧୯୮୯ |
|
| ପୂର୍ବ ଅଧିକାରୀ | ନୀଳମଣି ରାଉତରାୟ |
| ପର ଅଧିକାରୀ | ହେମାନନ୍ଦ ବିଶ୍ୱାଳ |
| କାର୍ଯ୍ୟକାଳ ୧୫ ମାର୍ଚ୍ଚ ୧୯୯୫ – ୧୭ ଫେବୃଆରୀ ୧୯୯୯ |
|
| ପୂର୍ବ ଅଧିକାରୀ | ବିଜୁ ପଟ୍ଟନାୟକ |
| ପର ଅଧିକାରୀ | ଗିରିଧର ଗମାଙ୍ଗ |
|
|
|
| ଜନ୍ମ | ୩ ଜାନୁଆରି ୧୯୨୭ ରାମେଶ୍ଵର, ପୁରୀ, ଓଡ଼ିଶା |
| ରାଜନୀତିକ ଦଳ | କଂଗ୍ରେସ |
| ଜୀବନ ସାଥି | ଜୟନ୍ତୀ ପଟ୍ଟନାୟକ |
| ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ଵବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ |
| ଧର୍ମ | ହିନ୍ଦୁ ଧର୍ମ |
| ୱେବସାଇଟ | Official Website |
ଜାନକୀ ବଲ୍ଲଭ ପଟ୍ଟନାୟକ (ଜନ୍ମ: ୩ ଜାନୁଆରୀ ୧୯୨୭) ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆସାମର ଏବେକାର ରାଜ୍ୟପାଳ ।
ବିଷୟସୂଚୀ |
ଜୀବନ [ସମ୍ପାଦନା]
ଜାନକୀ ବଲ୍ଲଭ ପଟ୍ଟନାୟକ ପୁରୀ ଜିଲ୍ଲାର ରାମେଶ୍ଵରଠାରେ ଜନ୍ମ ନେଇଥିଲେ ।[୧] ୧୯୪୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ ।
ରାଜନୈତିକ ଜୀବନ [ସମ୍ପାଦନା]
- ଓଡ଼ିଶାରେ: ତିନିଥର ଓଡ଼ିଶାରମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ
- ୧୯୮୦ ମସିହା
- ୧୯୮୫ ମସିହା
- ୧୯୯୫ ମସିହା
- ଓଡ଼ିଶା ବିଧାନସଭାରେ ବିରୋଧି ଦଳ ନେତା
- କେନ୍ଦ୍ରରେ:
- ୧୯୭୧ରେ ଲୋକସଭାକୁ ନିର୍ବାଚିତ ଓ ଉପ-ରକ୍ଷା ମନ୍ତ୍ରୀ (୧୯୭୩-୭୫)
- ୧୯୮୦ରେ ଲୋକସଭାକୁ ନିର୍ବାଚିତ ଓ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ମନ୍ତ୍ରୀ
ସାହିତ୍ୟ ସର୍ଜନା [ସମ୍ପାଦନା]
ଜାନକୀ ବଲ୍ଲଭଙ୍କ ଦ୍ଵାରା ଲିଖିତ ଓ ଅନୁଦିତ ପୁସ୍ତକ ଗୁଡିକ ହେଲା:
- ବାଚସ୍ପତି ମହୋଦୟ (୨୦୧୨): ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ
- ଗୌତମ ବୁଦ୍ଧ
- ସ୍ଵପ୍ନ ଓ ସଙ୍କଳ୍ପ
- ସିନ୍ଧୁ ଉପତ୍ୟକା
- ମହାଭାରତ
- ରାମାୟଣ
- ପ୍ରବନ୍ଧ ସଙ୍କଳନ
- ସ୍ଵାଧୀନତା ସଙ୍ଗ୍ରାମର ସ୍ମୃତି
ଅନୁବାଦ [ସମ୍ପାଦନା]
- ନୀତି ଶତକ
- ଶୃଙ୍ଗାର ଶତକ
- ବୈରାଗ୍ୟ ଶତକ
- ବଙ୍କିମ ଚନ୍ଦ୍ରଙ୍କ ଉପନ୍ୟାସ
- ଶ୍ରୀମଦ ଭାଗବତ
- ଗୋକୁଳାନନ୍ଦ ଗ୍ରନ୍ଥାବଳି
ସମ୍ପାଦନା [ସମ୍ପାଦନା]
- ସମ୍ପାଦକ, ଇଷ୍ଟର୍ଣ୍ଣ ଟାଇମ୍ସ (ଇଂରାଜୀ ଦୈନିକ), ୧୯୫୨-୬୬
- ସମ୍ପାଦକ, ପ୍ରଜାତନ୍ତ୍ର, (ଓଡ଼ିଆ ଦୈନିକ) ୧୯୫୨-୬୭
- ପ୍ରତିଷ୍ଠାତା ଓ ସମ୍ପାଦକ, ପୌରୁଷ (ମାସିକ ଓଡ଼ିଆ ପତ୍ରିକା)
ପୁରସ୍କାର ଓ ସମ୍ମାନ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ "Odisha Files: Jobs | Education | Politics | Tourism | Events: Shri Janaki Ballav Patnaik". odishafiles.com. 2012. http://www.odishafiles.com/2012/11/shri-janaki-ballav-patnaik.html. Retrieved 5 February 2013. "born on 3rd January 1927 at Rameswar of Puri."
|
||||||||