ବିଜ୍ଞାନ

ଉଇକିପିଡ଼ିଆ ରୁ
ବିଜ୍ଞାନ ପ୍ରକୃତିର ଓଢ଼ଣା ଟାଣି ସତକୁ ବାହାରକୁ ଆଣିବାର ଏକ ମଜାଳିଆ ଚେଷ୍ଟା

ବିଜ୍ଞାନ (ବିଶେଷ ଜ୍ଞାନ) (ବା Science ଲାଟିନ: scientiaରୁ ଆସିଅଛି ଯାହାର ଅର୍ଥ "ଜ୍ଞାନ") ବିଶ୍ଵର ଏକ ଜ୍ଞାନକୁ ଏକ ଉପଯୁକ୍ତ ପରଖାଯାଇ ପାରୁଥିବା ବୈଜ୍ଞାନିକ ସିଦ୍ଧାନ୍ତଅନୁମାନ ସହ ପ୍ରମାଣ କରାଯାଇପାରୁଥିବା ବ୍ୟବସ୍ଥା ।

ବିଷୟସୂଚୀ

ଉପକ୍ରମ [ସମ୍ପାଦନା]

ବିଜ୍ଞାନ ହେଉଛି ଏକ ସୁବ୍ୟବସ୍ଥିତ ପ୍ରଣାଳୀ ଯାହାଦ୍ୱାରା ବିଶ୍ଵର ସମସ୍ତ ପଦାର୍ଥ ଓ ବସ୍ତୁମାନଙ୍କ ବିଷୟରେ ଆଲୋଚନା, ପରୀକ୍ଷା, ଗବେଷଣା, ଅନୁମାନ ଏବଂ ପଠନ କରାଯାଇଥାଏ । ଆଧୁନିକ ଯୁଗରେ ବିଜ୍ଞାନ କହିଲେ ସାଧାରଣତଃ କିଛି ଶିଖିବା ଶୈଳୀକୁ ବୁଝାଇଥାଏ

ପ୍ରକାର [ସମ୍ପାଦନା]

ଶିକ୍ଷା ଦୃଷ୍ଟିକୋଣରୁ ଏହା ବିଭିନ୍ନ ପ୍ରକାରର ଥାଏ । ଯଥା--

ଇତ୍ୟାଦି ବିଜ୍ଞାନର ମୁଖ୍ୟତଃ କେତୋଟି ପ୍ରାଥମିକ ସୋପାନ ଉପରେ ନିର୍ଭର କରିଥାଏ । ସେଗୁଡିକ ହେଲା :-

ତଥ୍ୟସଂଗ୍ରହ [ସମ୍ପାଦନା]

ଏହା ପ୍ରାଥମିକ ସୋପାନ ।ଏହି ସୋପାନରେ ଅଗରୁ ଥିବା ତଥ୍ୟ ଗୁଡିକୁ ସଂଗ୍ରହ କରାଯାଇଥାଏ ।

ତର୍ଜମା [ସମ୍ପାଦନା]

ସଂଗୃହିତ ତଥ୍ୟଗୁଡିକୁ ତର୍ଜମା କରାଯାଏ ।

ଅନୁମାନ [ସମ୍ପାଦନା]

କୌଣସି ଏକ ଦିଗରେ ଥିବା ତର୍ଜମାକୁ ବିଚାରକୁ ନିଆଯାଇ ଏକ ଅନୁମାନ ଲଗାଯାଇଥାଏ ।

ପରୀକ୍ଷା [ସମ୍ପାଦନା]

ଏହାପରେ ସେହି ଅନୁମାନ ପାଇଁ ପରୀକ୍ଷା କରାଯାଏ ।

ଉପସଂହାର [ସମ୍ପାଦନା]

ସମସ୍ତ ଯୁକ୍ତିଯୁକ୍ତକୁ ନେଇ ଶେଷରେ ଏକ ଉପସଂହାର ବାହାର କରାଯାଇଥାଏ ଯେଉଥିରେ ଏକ ନୂଆ ଉଦ୍ଭାବନ ବା ଆବିଷ୍କାର ଥାଏ[୧][୨][୩][୪]

ଟୀକା [ସମ୍ପାଦନା]

  1. "Online dictionary". Merriam-Webster. http://www.m-w.com/dictionary/science. Retrieved 2009-05-22. "knowledge or a system of knowledge covering general truths or the operation of general laws especially as obtained and tested through scientific method . . . such knowledge or such a system of knowledge concerned with the physical world and its phenomena" 
  2. Popper, Karl (2002) [1959]. The Logic of Scientific Discovery (2nd English ed.). New York, NY: Routledge Classics. ପୃଷ୍ଠା. 3. ISBN 0-415-27844-9. OCLC 59377149. 
  3. Wilson, Edward (1999). Consilience: The Unity of Knowledge. New York: Vintage. ISBN 0-679-76867-X. 
  4. Ludwik Fleck (1935), Genesis and Development of a Scientific Fact reminds us that before a specific fact 'existed', it had to be created as part of a social agreement within a community.
  • Feyerabend, Paul (2005). Science, history of the philosophy, as cited in Honderich, Ted (2005). The Oxford companion to philosophy. Oxford Oxfordshire: Oxford University Press. ISBN 0199264791. OCLC 173262485.  of. Oxford Companion to Philosophy. Oxford.
  • Feynman, R.P. (1999). The Pleasure of Finding Things Out: The Best Short Works of Richard P. Feynman. Perseus Books Group. ISBN 0465023959. OCLC 181597764. 
  • Papineau, David. (2005). Science, problems of the philosophy of., as cited in Honderich, Ted (2005). The Oxford companion to philosophy. Oxford Oxfordshire: Oxford University Press. ISBN 0199264791. OCLC 173262485. 
  • Parkin, D (1991). Philip M. Peek. ed. African Divination Systems: Ways of Knowing. Indianapolis, IN: Indiana University Press .
  • Stanovich, Keith E (2007). How to Think Straight About Psychology. Boston: Pearson Education 

ଆଗକୁ ପଢ଼ିବେ [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]

ପ୍ରକାଶନ

ଖବର

ସ୍ରୋତ