ଗିରିଧର ଗମାଙ୍ଗ

ଉଇକିପିଡ଼ିଆ‌ରୁ
ଗିରିଧର ଗମାଙ୍ଗ
ଓଡ଼ିଶାର ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୧୭ ଫେବୃଆରୀ ୧୯୯୯–୬ ଡିସେମ୍ବର ୧୯୯୯
ପୂର୍ବ ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ପର ଅଧିକାରୀହେମାନନ୍ଦ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀଲକ୍ଷ୍ମୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1943-04-08) ୮ ଅପ୍ରେଲ ୧୯୪୩ (ବୟସ ୮୦)
ଡିବିରିସିଙ୍ଗି ଗ୍ରାମ, ରାୟଗଡ଼ା, ଓଡ଼ିଶା
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀହେମାବତୀ ଗମାଙ୍ଗ
ସନ୍ତାନଦୁଇ ପୁତ୍ର ଓ ଗୋଟିଏ କନ୍ୟା
ଘରରାୟଗଡ଼ା
December 26, 2008 ସୁଦ୍ଧା
ଆଧାର: [୧]

ଗିରିଧର ଗମାଙ୍ଗ (ଜନ୍ମ: ୮ ଅପ୍ରେଲ ୧୯୪୩) ଭାରତୀୟ ଜାତୀୟ କଂଗ୍ରେସର ଜଣେ ନେତା ଥିଲେ, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ଏବେ ଭାରତୀୟ ଜନତା ପାର୍ଟୀର ନେତା ଅଛନ୍ତି।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

Preceded by
ଜାନକୀ ବଲ୍ଲଭ ପଟ୍ଟନାୟକ
ଓଡ଼ିଶାର ମୁଖ୍ୟମନ୍ତ୍ରୀ
୧୭ ଫେବୃଆରୀ ୧୯୯୯ଠାରୁ ୬ ଡିସେମ୍ବର ୧୯୯୯
Succeeded by
ହେମାନନ୍ଦ ବିଶ୍ୱାଳ