ପ୍ରଧାନ ପୃଷ୍ଠା

ଉଇକିପିଡ଼ିଆ ରୁ
(Main Page ରୁ ଲେଉଟି ଆସିଛି)
ଓଡ଼ିଆ ଉଇକିପିଡ଼ିଆ
ଏକ ଖୋଲା ଜ୍ଞାନକୋଷ, ଯାହା ସଭିଙ୍କୁ ଲେଖିବା ଓ ବଦଳାଇବାର ସୁବିଧା ଦେଇଥାଏ ।
ଏଥିରେ ୨,୨୯୬ ଗୋଟି ଲେଖା ଅଛି ।
Wikipediahalf.png
କାଠ ଡିମ୍ବିରି (Ficus hispidia)

କାଠ ଡିମ୍ବିରି ବା କାକୋଦୁମ୍ବର (Ficus hispidia Linn. f.), କୁଳ (family): ଵଟ (ଅର୍ଟିକସି/ Urticaceae) ଏକ ଗୁଳ୍ମ କିମ୍ବା ଛୋଟ ଗଛ ।

  • ଶାଖା: ରୋମଶ, ଦୁଇ ପବ (Nodes) ମଧ୍ୟ ଭାଗ ଫମ୍ପା ଥାଏ ।
  • ପତ୍ର: ଅଭିମୁଖ, ନଟୁଆକାର (ଆୟତାକାର କିମ୍ବା ଅଭିନଟୁଆକାର), ୪-୯ ଇଞ୍ଚ ଲମ୍ବା,୪ଇଞ୍ଚ ଚଉଡ଼ା, ଉପର ପାର୍ଶ୍ଵରେ ଖଦଡ଼ା ତଳ ଭାଗ ରୋମଶ l
  • ପତ୍ରାଧାର –ପାଞ୍ଚ ସିରାଯୁକ୍ତ ହୃଦୟାକାର କିମ୍ବା ଗୋଲାକାର ।
  • ଫଳ-ଗୋଲ, ରୋମଶ, କାଣ୍ଡ ଏବଂ ପତ୍ରହୀନ ଶାଖା ଗୁଡିକ ଉପରେ ମଞ୍ଜରୀସମୂହରେ ପେନ୍ଥା ପେନ୍ଥା ହୋଇ ଲାଗିଥାଏ । ଏହା ପାଚିଲା ପରେ ହଳଦିଆ ରଙ୍ଗର ହୋଇଯାଏ । ଏହା ଶୀଘ୍ର ବଢ଼ିପାରୁଥିବା ଏକ ଗଛ । ୨-୩ବର୍ଷ ମଧ୍ୟରେ ଏହା ଫଳିବା ଆରମ୍ଭ ହୋଇଯାଇ ଥାଏ । ଗ୍ରୀଷ୍ମରୁ ଶରତ ଋତୁ ଯାଏଁ ଫୁଲ ଆସିଥାଏ ।

ପୁରା ପଢନ୍ତୁ...

Nuvola apps bookcase.png କେମିତି ବ୍ୟବହାର କରିବେ ଉଇକିପିଡ଼ିଆ
Wikipediahalf.png
ବ୍ୟବହାର ଶିକ୍ଷଣ

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର





Wikimedia-logo-35px.png ଉଇକିମିଡ଼ିଆ ଅଧୀନରେ ଥିବା ବିବିଧ ପ୍ରକଳ୍ପ
Wikipediahalf.png

ଉଇକିପିଡ଼ିଆ ଉଇକିମିଡ଼ିଆ ଫାଉଣ୍ଡେସନ ନାମକ ଗୋଟିଏ ଅଣ-ଲାଭକାରି ସଙ୍ଘ ଦ୍ଵାରା ଚଳାଯାଇଥାଏ, ତାହାଦ୍ଵାରା ଚଳାଯାଉଥିବା ଆହୁରି କେତେଗୁଡ଼ିଏ ପ୍ରକଳ୍ପ ହେଲା:

Wikipedia-logo.png ବାକିସବୁ ଭାଷାରେ ଉଇକିପିଡ଼ିଆ
Wikipediahalf.png

ଏହି ଉଇକିପିଡ଼ିଆଟି ଓଡ଼ିଆରେ ଲେଖା ହୋଇଅଛି । ଏହା ୨୦୦୨ (୨୦୦୨)ରେ ଆରମ୍ଭ ହୋଇଥିଲା, ଏବେ ଏଥିରେ ୨,୨୯୬ ଗୋଟି ଲେଖା ଅଛି । ଆହୁରି ଗୁଡ଼ିଏ ଉଇକିପିଡ଼ିଆ ମିଳୁଅଛି; କେତୋଟି ବଡ଼ ବଡ଼ ଉଇକିପିଡ଼ିଆ ହେଲା:

ନିଜର ଟୁଲ
ନେମସ୍ପେସ
ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ଉପକରଣ
ଅଲଗା ଭାଷା