ଜଗତପୁର
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଜଗତପୁର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ସାଲେପୁର |
Area | |
• ସମୁଦାୟ | 3,634 km2 (1,403 sq mi) |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪୦୨୧ |
Area code | +୦୬୭୧ |
ଯାନବାହାନ ପଞ୍ଚୀକରଣ | OR/ |
ଜଗତପୁର ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ସହର।[୧]
ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]
ଏହା କଟକଠାରୁ ପ୍ରାୟ ୫ କି.ମି. ଦୂରରେ ଅବସ୍ଥିତ । କଟକ ଓ କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । ଏହା ଏକ ଛୋଟ ସହର ।
ସୁବିଧା ସୁଯୋଗ[ସମ୍ପାଦନା]
ଏଠାରେ ଗୋଟିଏ ସରକାରୀ ମହାବିଦ୍ୟାଳୟ[ଆଧାର ଲୋଡ଼ା],ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି । ଏକ ମଧ୍ୟମ ଧରଣର ସହରରେ ମିଳୁଥିବା ସୁବିଧା ସୁଯୋଗ ଯଥା ଚିକିତ୍ସା ପାଇଁ ଡାକ୍ତରଖାନା, ଥାନା, ଡାକଘର, ବ୍ୟାଙ୍କ୍, ଦମକଳ କେନ୍ଦ୍ର, ତହସିଲ୍ ଏବଂ ଅନ୍ୟାନ୍ୟ ଛୋଟବଡ଼ ସୁବିଧା ସୁଯୋଗ ଅଛି । ଏଠାରେ ବହୁତ ଗୁଡିଏ ବୈଷୟିକ କାରଖାନା ଦେଖିବାକୁ ମିଳେ ।
ଜୀବନ ଜୀବିକା[ସମ୍ପାଦନା]
ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି ।
ଆଧାର[ସମ୍ପାଦନା]
ଖବରରେ[ସମ୍ପାଦନା]
- http://odishareporter.in/lanch-neee-giraf-hela-jagatpur-thna-asi/
- http://m.newshunt.com/india/oriya-newspapers/odia-pua/cuttack/jagatapura--chandabali--rastara--agragati--samparkare--dbitiya--aar--pi-di-a-si--baithaka_38381013/c-in-l-oriya-n-odia-ncat-cuttack[permanent dead link]