ପାଣିଗ୍ରହଣ
ଦେଖଣା
ପାଣିଗ୍ରହଣ | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ବିନି ସାମଲ |
କଳାକାର | ଅଭିଶେଖ ରଥ ସୂର୍ଯ୍ୟମୟୀ ମହାପାତ୍ର ମହାଶ୍ୱେତା ରାୟ ପୃଥ୍ୱୀରାଜ ନାୟକ |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ମୁକ୍ତିଲାଭ ତାରିଖ | ୨୦ ମାର୍ଚ୍ଚ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପାଣିଗ୍ରହଣ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିନି ସାମଲ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେଖ ତ୍ରିପାଠୀ ଓ ସୂର୍ଯ୍ୟମୟୀ ମହାପାତ୍ର ।[୨] ମହାଶ୍ୱେତା ରାୟ, ପୃଥ୍ୱୀରାଜ ନାୟକ, ଭୂପତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ମାର୍ଚ୍ଚ ୨୦ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ଗୀତିକାର ବିଜୟ ମଲ୍ଲ ଏହି କଥାଚିତ୍ରଟିର ରଚନା କରିଥିଲେ । ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ସ୍ୱୟମ ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଶୁଭ ବିବାହର ଅଭିନନ୍ଦନ" | ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ | ୦୪:୧୬ |
2. | "ଏମିତି କେମିତି ହେଲାରେ" | ଅସୀମା ପଣ୍ଡା | ୦୪:୩୨ |
3. | "ତୁ ମୋ ଅଳସ ନଈ" | ଅସୀମା ପଣ୍ଡା, ସ୍ୱୟମ ପାଢ଼ୀ | ୦୪:୩୭ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ "'କ୍ରେଜି-୪' ପରେ 'ପାଣିଗ୍ରହଣ'". Prameya. ଭୁବନେଶ୍ୱର. 23 March 2022. Archived from the original on 8 June 2022. Retrieved 8 June 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପାଣିଗ୍ରହଣ