ଦିଦି ନମସ୍କାର
ଦିଦି ନମସ୍କାର | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ଅଜୟ ରାଉତ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରଜନୀ ରଞ୍ଜନ |
କାହାଣୀ | ରଜନୀ ରଞ୍ଜନ |
କଳାକାର | ଶାଶ୍ୱତ ଶୀତଲ ପାତ୍ର ପିଣ୍ଟୁ ନନ୍ଦ ସୋମା ଭୌମିକ ପ୍ରିୟଙ୍କା ମହାପାତ୍ର |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ମୁକ୍ତିଲାଭ ତାରିଖ | ୧୭ ଅପ୍ରେଲ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦିଦି ନମସ୍କାର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ପାତ୍ର । ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶାଶ୍ୱତ ଓ ଶୀତଲ ପାତ୍ର । ପିଣ୍ଟୁ ନନ୍ଦ, ସୋମା ଭୌମିକ, ପ୍ରିୟଙ୍କା ମହାପାତ୍ର ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅପ୍ରେଲ ୧୭ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ।[୪] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଦିଦି ନମସ୍କାର" | ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା | |
2. | "ତୋ ପ୍ରେମ ପ୍ରଥମ ଶ୍ରେଣୀରେ" | ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା | |
3. | "ମନ ହଂସିନୀ" | କୁଲଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "ରିଲିଜ୍ ହେଲା ଜୀ ସାର୍ଥକର ନୂଆ ସିନେମା 'ଡିଟେକ୍ଟିଭ୍ କରନ୍- ଅର୍ଜୁନ'ର ଅଡିଓ, ମାର୍କେଟରେ ଚହଳ ସୃଷ୍ଟି କରିବ 'ଭାଉଜ ଗୋ ଭାଉଜ' ଗୀତ". Prameyanews7. ଭୁବନେଶ୍ୱର. 5 May 2022. Archived from the original on 6 June 2022. Retrieved 6 June 2022.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫେରି ଆସୁଥିବି କୋଳକୁ ତୋର'". ସମ୍ବାଦ. sambad.in. 11 September 2021. Archived from the original on 13 December 2022. Retrieved 13 December 2022.
- ↑ "ଆଗାମୀ ଓଡ଼ିଆ ଚଳଚ୍ଚିତ୍ର "ଦିଦି ନମସ୍କାର"ର ଅଡିଓ ରିଲିଜ". Argus News. 13 April 2022. Archived from the original on 6 June 2022. Retrieved 6 June 2022.
- ↑ "'ଦିଦି ନମସ୍କାର'ର ଅଡ଼ିଓ ରିଲିଜ୍". Prameya. ଭୁବନେଶ୍ୱର. 15 April 2022. Archived from the original on 6 June 2022. Retrieved 6 June 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିଦି ନମସ୍କାର