ତୁ ମୋ ସୁନା ଚଢ଼େଇ

ଉଇକିପିଡ଼ିଆ‌ରୁ
(Tu Mo Suna Chadheiରୁ ଲେଉଟି ଆସିଛି)
ତୁ ମୋ ସୁନା ଚଢ଼େଇ
ନିର୍ଦ୍ଦେଶକଦିଲୀପ ପଣ୍ଡା
ପ୍ରଯୋଜକନିତିନ ପଣ୍ଡା
ଭୂପେଶ ପଣ୍ଡା
ସୀତାଂଶୁ ମହାନ୍ତି
ଏସ୍. ଦିଲୀପ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଦିଲୀପ ପଣ୍ଡା
କାହାଣୀଦିଲୀପ ପଣ୍ଡା
ଲିନା ପଣ୍ଡା
ସୀତାଂଶୁ ମହାନ୍ତି
କଳାକାରଜ୍ୟୋତିରଞ୍ଜନ ନାୟକ
ଏଲ୍‌ସା ଘୋଷ
ଦୈତାରି ପଣ୍ଡା
ବାବୁ ପ୍ରଧାନ
ଭୂପତି ତ୍ରିପାଠୀ
ରାଇମୋହନ
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୨୫ ଜାନୁଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋ ସୁନା ଚଢ଼େଇ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିତିନ ପଣ୍ଡା, ଭୂପେଶ ପଣ୍ଡା, ସୀତାଂଶୁ ମହାନ୍ତି ଓ ଏସ୍. ଦିଲୀପ ।[୨] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ଦିଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩][୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଏଲ୍‌ସା ଘୋଷ ।[୫][୬] ରାଇମୋହନ ପରିଡ଼ା, ଦୈତାରୀ ପଣ୍ଡା, ବାବୁ ପ୍ରଧାନ, ଭୂପତି ତ୍ରିପାଠୀ, ଚିନ୍ତାମଣି ବିଶ୍ୱାଳ, ଶ୍ରେୟା, କ୍ରିଷ୍ଣା କର, ଅମର, ବୁଲୁ, ମାନସ ମିଶ୍ର, ଜୟାସ୍ୱାମୀ, ଜୀବନ ପଣ୍ଡା, ଚାନ୍ଦିନୀ, ମିତା ଚକ୍ରବର୍ତ୍ତୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨][୭]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୨] ଗୀତିକାର ନିର୍ମଳ ନାୟକ ଅରୁଣ ମନ୍ତ୍ରୀବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୩] ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, କୌଶିକ୍, ଅର୍ପିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ହେ ପ୍ରଭୁ"ନିର୍ମଳ ନାୟକଅସୀମା ପଣ୍ଡା 
2."ଜନ୍‌ ସେ..."ନିର୍ମଳ ନାୟକକୌଶିକ୍, ଅର୍ପିତା 
3."ନାଗମଣୀ"ପଞ୍ଚାନନ ନାୟକଅସୀମା ପଣ୍ଡା 
4."ଓ ସାଥୀ"ବାପୁ ଗୋସ୍ୱାମୀହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ 
5."ତୁ ମୋ ସୁନା ଚଢ଼େଇ"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଅସୀମା ପଣ୍ଡା 
6."ୟୁଟ୍ୟୁବ୍ ରାଣୀ"ନିର୍ମଳ ନାୟକସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା 

ଆଧାର[ସମ୍ପାଦନା]

  1. "ଆଜି ପରଦାକୁ ଫେରୁଛନ୍ତି ଏହି ଓଲିଉଡ ଖଳନାୟକ". Sambad (in Odia). Odisha. 25 January 2019. Archived from the original on 28 January 2019. Retrieved 25 January 2019.{{cite news}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ ୨.୩ ୨.୪ "ଚର୍ଚ୍ଚାରେ ରାଇ". ସମାଜ ରବିବାର. 24 June 2018. Archived from the original on 20 October 2018. Retrieved 27 June 2018.
  3. ୩.୦ ୩.୧ ୩.୨ ୩.୩ "ସୁନା ଚଢ଼େଇଙ୍କ ପ୍ରେମରେ ଜ୍ୟୋତି" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.{{cite news}}: CS1 maint: unrecognized language (link)
  4. "ଜାନୁଆରିରେ ରିଲିଜ୍‌ ହେବ ଏସବୁ ଓଡ଼ିଆ ସିନେମା". Sambad. ଓଡ଼ିଶା. 1 January 2019. Archived from the original on 8 January 2019. Retrieved 10 January 2019.
  5. "ଏହି ଓଲିଉଡ ନାୟିକା ଏବେ ପ୍ଲସ ଟୁ ସେକେଣ୍ଡ ଇଅର୍‌ର ଛାତ୍ରୀ | Sambad". Sambad. 17 August 2018. Archived from the original on 20 August 2018. Retrieved 31 August 2018.
  6. "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 24 August 2018. Retrieved 27 August 2018.
  7. "ପ୍ରଥମ ମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)
  8. "ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  9. "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.

ବାହାର ଆଧାର[ସମ୍ପାଦନା]