ତୋ ବାଟ ଚାହିଁଚି ରାତି ସାରା

ଉଇକିପିଡ଼ିଆ‌ରୁ
(To Bata Chahnichi Rati Saraରୁ ଲେଉଟି ଆସିଛି)
ତୋ ବାଟ ଚାହିଁଚି ରାତି ସାରା
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକମନୋରମା ନାୟକ, ପୂର୍ଣ୍ଣମାସୀ ସାହୁ
କଳାକାରପ୍ରିୟା ଚୌଧୁରୀ, ଚନ୍ଦନ କର, ଦେବୁ ବୋଷ, ଅନିତା ଦାସ, ବିଜୁ ବଡ଼ଜେନା
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ
୧୦ ଜାନୁଆରୀ ୨୦୧୪[୧]
କଥାଚିତ୍ରର ସମୟ
୧୩୫ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ତୋ ବାଟ ଚାହିଁଚି ରାତି ସାରା, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମନୋରମା ନାୟକ ଏବଂ ପୂର୍ଣ୍ଣମାସୀ ସାହୁ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୧]

ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି କଥାଚିତ୍ରଟିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚନ୍ଦନ କର, ଦେବୁ ବୋଷ, ଅନିତା ଦାସ, ବିଜୁ ବଡ଼ଜେନା ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୋ ବାଟ ଚାହିଁଚି ରାତିସାରା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "To Bata Chahinchi Rati Sara". Incredible Orissa. 27 December 2013. Retrieved 4 September 2017.
  2. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  3. "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.

ବାହାର ଆଧାର[ସମ୍ପାଦନା]