ତମେ ଥିଲେ ସାଥିରେ

ଉଇକିପିଡ଼ିଆ‌ରୁ
(Tame Thile Satireରୁ ଲେଉଟି ଆସିଛି)
ତମେ ଥିଲେ ସାଥିରେ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଜୁଗାଂଶୁ ଶେଖର ପଣ୍ଡା
କାହାଣୀସଞ୍ଜୟ ନାୟକ
କଳାକାରଦୀପକ ବାରିକ, ରାଗିଣୀ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଅସୀତ ପତି
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣରଞ୍ଜନ
ମୁକ୍ତିଲାଭ ତାରିଖ
୬ ନଭେମ୍ବର ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ତମେ ଥିଲେ ସାଥିରେ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୁଗାଂଶୁ ଶେଖର ପଣ୍ଡା । ସଞ୍ଜୟ ନାୟକ ନାୟକ କଥାଚତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶନ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଏବଂ ରାଗିଣୀ । କୁନା ତ୍ରିପାଠୀ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଅସୀତ ପତି, ବୀଣା ମହାରଣା, ଚକ୍ରଧର ଜେନା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବାଲିଘର ଗଲା ଭାଙ୍ଗି" 
2."ଚାଲିବାକୁ ଭଲ ଲାଗେ" 
3."ତୋ ବିନା ମୁଁ କାହାର ନୁହେଁ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Tame Thile Sathire Odia Film Poster". Incredible Orissa. 10 October 2014. Retrieved 26 September 2017.
  2. "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.

ବାହାର ଆଧାର[ସମ୍ପାଦନା]