ତମେ ଥିଲେ ସାଥିରେ
ଦେଖଣା
ତମେ ଥିଲେ ସାଥିରେ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ଜୁଗାଂଶୁ ଶେଖର ପଣ୍ଡା |
କାହାଣୀ | ସଞ୍ଜୟ ନାୟକ |
କଳାକାର | ଦୀପକ ବାରିକ, ରାଗିଣୀ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଅସୀତ ପତି |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ରଞ୍ଜନ |
ମୁକ୍ତିଲାଭ ତାରିଖ | ୬ ନଭେମ୍ବର ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତମେ ଥିଲେ ସାଥିରେ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୁଗାଂଶୁ ଶେଖର ପଣ୍ଡା । ସଞ୍ଜୟ ନାୟକ ନାୟକ କଥାଚତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶନ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଏବଂ ରାଗିଣୀ । କୁନା ତ୍ରିପାଠୀ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଅସୀତ ପତି, ବୀଣା ମହାରଣା, ଚକ୍ରଧର ଜେନା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ଦୀପକ ବାରିକ[୨] - ବାଦଲ ଦାସ
- ରାଗିଣୀ
- କୁନା ତ୍ରିପାଠୀ
- ବିଜୟ ମହାନ୍ତି
- ବିଜୁ ବଡ଼ଜେନା
- ଚକ୍ରଧର ଜେନା
- ବୀଣା ମହାରଣା
- ପିଣ୍ଟୁ ନନ୍ଦ
- ଅସୀତ ପତି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ବାଲିଘର ଗଲା ଭାଙ୍ଗି" | |
2. | "ଚାଲିବାକୁ ଭଲ ଲାଗେ" | |
3. | "ତୋ ବିନା ମୁଁ କାହାର ନୁହେଁ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Tame Thile Sathire Odia Film Poster". Incredible Orissa. 10 October 2014. Retrieved 26 September 2017.
- ↑ "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତମେ ଥିଲେ ସାଥିରେ