Jump to content

ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ଉଇକିପିଡ଼ିଆ‌ରୁ
(States and union territories of Indiaରୁ ଲେଉଟି ଆସିଛି)
Disputed territory in Jammu and Kashmirଜମ୍ମୁ ଓ କଶ୍ମୀରରେ ବିବାଦୀୟ ଅଞ୍ଚଳ
ଭାରତର ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ମାନଚିତ୍ର ।

ଭାରତ ଏକ ସଂଗଠିତ ଗଣରାଜ୍ୟ [] ଏହା ୨୮ଟି ରାଜ୍ୟଆଠଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .[]

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନ

[ସମ୍ପାଦନା]

ରାଜ୍ୟ

[ସମ୍ପାଦନା]
ରାଜ୍ୟରାଜଧାନୀଆୟତନ (କି.ମି.)ଜନସଂଖ୍ୟା[]ସାକ୍ଷରତା ହାରଜିଲ୍ଲା ସଂଖ୍ୟାଲୋକ ସଭା ଆସନ ସଂଖ୍ୟାସୁଚନା
ଅରୁଣାଚଳ ପ୍ରଦେଶଇଟାନଗର୮୩,୭୪୩୧୩,୮୨,୬୧୧-୨୮
ଆସାମଦିସପୁର୭୮,୫୫୦୩୧,୧୬୯,୨୭୨-୩୫୧୪
ଆନ୍ଧ୍ର ପ୍ରଦେଶହାଇଦରାବାଦ୨,୭୫,୦୪୫୮,୪୬,୬୫,୫୩୩-୨୬୨୫
ଉତ୍ତର ପ୍ରଦେଶଲଖନଉ୨,୪୩,୨୯୬୧୯,୯୫,୮୧,୪୭୭-୭୫୮୦
ଉତ୍ତରାଖଣ୍ଡଡେରାଡୁନ୫୩,୫୬୬୧,୦୧,୧୬,୭୫୨-୧୩
ଓଡ଼ିଶାଭୁବନେଶ୍ୱର୧,୫୫,୮୨୦୪,୧୯,୪୭,୩୫୮୭୭%୩୦୨୧
କର୍ଣ୍ଣାଟକବେଙ୍ଗାଳୁରୁ୧,୯୧,୭୯୧୬,୧୧,୩୦,୭୦୪-୩୧୨୮
କେରଳତ୍ରିବେନ୍ଦ୍ରମ୩୮,୮୬୩୩,୩୩,୮୭,୬୭୭୯୬%୧୪୨୦
ଗୁଜରାଟଗାନ୍ଧିନଗର୧,୯୬,୦୨୪୬,୦୩,୮୩,୬୨୮-୩୩୨୬
ଗୋଆପାଣାଜୀ୩,୭୦୨୧୪,୫୭,୭୨୩-୦୨
ଛତିଶଗଡ଼ରାୟପୁର୧,୩୫,୧୯୪୨,୫୫,୪୦,୧୯୬-୩୩୧୧
ଝାଡ଼ଖଣ୍ଡରାଞ୍ଚି୭୪,୬୭୭୩,୨୯,୬୬,୨୩୮-୨୪୧୪
ତାମିଲନାଡୁଚେନ୍ନାଇ୧,୩୦,୦୫୮୭,୨୧,୩୮,୯୫୮-୩୮୩୯
ତେଲେଙ୍ଗାନାହାଇଦ୍ରାବାଦ୩୫,୨୮୬,୭୫୭୧୧୪,୮୪୦-୩୩୧୭
ତ୍ରିପୁରାଅଗରତାଲା୧୦,୪୯୧.୬୯୩୬,୭୧,୦୩୨-୦୮
ନାଗାଲାଣ୍ଡକୋହିମା୧୬,୫୭୯୧୯,୮୦,୬୦୨-୧୬
ପଞ୍ଜାବଚଣ୍ଡୀଗଡ଼୫୦,୩୬୨୨,୭୭,୦୪,୨୩୬-୨୩୧୩
ପଶ୍ଚିମବଙ୍ଗକଲିକତା୮୮,୭୫୨୯,୧୩,୪୭,୭୩୬-୨୩୪୨
ବିହାରପଟନା୯୯,୨୦୦୧୦,୩୮,୦୪,୬୩୭-୩୮୪୦
ମଣିପୁରଇମ୍ଫାଲ୨୨,୩୪୭୨୭,୨୧,୭୫୬-୧୬
ମଧ୍ୟ ପ୍ରଦେଶଭୋପାଳ୩,୦୮,୨୫୨୭,୨୫,୯୭,୫୬୫-୫୫୨୯
ମହାରାଷ୍ଟ୍ରମୁମ୍ବାଇ୩,୦୭,୭୧୩୧୧,୨୩,୭୨,୯୭୨-୩୬୪୮
ମିଜୋରମଆଇଜୋଲ୨୧,୦୮୧୧୦,୯୧,୦୧୪-୧୧
ମେଘାଳୟଶିଲଂ୨୨,୭୨୦୨୯,୬୪,୦୦୭-୧୨
ରାଜସ୍ଥାନଜୟପୁର୩,୪୨,୨୬୯୬,୮୬,୨୧,୦୧୨-୫୦୨୫
ସିକିମଗାଙ୍ଗଟକ୭,୦୯୬୬,୦୭,୬୮୮-୦୬
ହରିଆଣାଚଣ୍ଡୀଗଡ଼୪୪,୨୧୨୨,୫୩,୫୩,୦୮୧-୨୨୧୦
ହିମାଚଳ ପ୍ରଦେଶସିମଳା୫୫,୬୭୩୬୮,୫୬,୫୦୯-୧୨

କେନ୍ଦ୍ର ଶାସିତ ଅଞ୍ଚଳ

[ସମ୍ପାଦନା]
କେନ୍ଦ୍ର ଶାସିତ ଅଞ୍ଚଳରାଜଧାନୀଆୟତନ (ବର୍ଗ କି.ମି.)ଜନସଂଖ୍ୟାସାକ୍ଷରତା ହାରସୁଚନା
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜପୋର୍ଟ ବ୍ଲେୟର୮,୨୪୯୪,୧୯,୯୭୮୮୬.୨୭
ଜମ୍ମୁ ଓ କଶ୍ମୀରଶ୍ରୀନଗର୪୨,୨୪୧୧,୫୮,୬୭,୦୧୩୭୭.୩
ଚଣ୍ଡୀଗଡ଼ଚଣ୍ଡୀଗଡ଼୧୧୪୧୩,୬୪,୦୦୦୮୬.୪୩
ଦାଦ୍ରା ଓ ନଗର ହବେଳୀ ଓ ଡାମନ ଓ ଡିଉଡାମନ୬୦୩୭,୪୭,୦୦୦୮୨.୩୬
ଦିଲ୍ଲୀନୂଆ ଦିଲ୍ଲୀ୧,୪୮୪୩,୩୮,୦୭,୦୦୦୮୮.୭
ପୁଡୁଚେରୀପୁଡୁଚେରୀ୪୮୩୧୬,୪୩,୦୦୦୮୬.୫୫
ଲକ୍ଷଦ୍ୱୀପକବରତ୍ତୀ୩୨.୬୨୬୯,୮୭୩୯୨.୨୮
ଲଦାଖଲେହ୍୫୯,୧୪୬୩,୦୩,୯୨୮୭୪.୨୭

କେନ୍ଦ୍ର ସରକାର ତୁଳନାରେ ରାଜ୍ୟମାନଙ୍କର ମୁଖ୍ୟବିଭାଗ ଓ ସେମାନଙ୍କ ଦାୟୀତ୍ୱମାନ

[ସମ୍ପାଦନା]

ଏହାକୁ ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  • ଭାରତର ଉପବିଭାଗ
  • ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଜନସଂଖ୍ୟା ଅନୁସାରେ ସଂଗ୍ରହ
  1. 1 2 "States and union territories". Retrieved 2007-09-07.
  2. Provisional Population Totals of India (2011)

ବାହାର ସ୍ରୋତ

[ସମ୍ପାଦନା]