କୋହିମା, ନାଗାଲାଣ୍ଡ ରାଜ୍ୟର ରାଜଧାନୀ ଅଟେ।
କୋହିମାରେ ଶୀତଋତୁରେ ପ୍ରବଳ ଶୀତ ଓ ଗ୍ରୀଷ୍ମଋତୁରେ ପ୍ରବଳ ଗରମ।ଡିସେମ୍ବର ଠାରୁ ଫେବୃୟାରୀ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା। ପ୍ରାୟତଃ ବହୁମାତ୍ରାରେ ତୁଷାର ପାତ ହୁଏ। ଜୁନ ଠାରୁ ଅଗଷ୍ଟ ଗରମ ପ୍ରବଳ ହୁଏ। ଗ୍ରୀଷ୍ମଋତୁରେ ପ୍ରବଳ ବର୍ଷା ହୁଏ। ଖରାଦିନର ତାପମାତ୍ରା ୨୭–୩୨ °C (୮୦–୯୦ °F) ରୁହେ।
Climate data for Kohima
|
Month
|
Jan
|
Feb
|
Mar
|
Apr
|
May
|
Jun
|
Jul
|
Aug
|
Sep
|
Oct
|
Nov
|
Dec
|
Year
|
Record high °C (°F)
|
—
|
୨୫.୦
|
୨୯.୧
|
୩୨.୨
|
୩୩.୯
|
୩୦.୫
|
୩୩.୧
|
୩୧.୧
|
୩୧.୦
|
୩୧.୫
|
୨୯.୫
|
୨୬.୦
|
୩୩.୯ (nil)
|
Average high °C (°F)
|
୧୬.୬
|
୧୭.୯
|
୨୨.୧
|
୨୪.୧
|
୨୪.୪
|
୨୪.୯
|
୨୫.୦
|
୨୫.୪
|
୨୫.୦
|
23.୪
|
୨୦.୬
|
୧୭.୭
|
୨୨.୨
|
Average low °C (°F)
|
୮.୧
|
୯.୩
|
୧୨.୭
|
୧୫.୬
|
୧୬.୯
|
୧୮.୧
|
୧୮.୮
|
୧୮.୯
|
୧୮.୧
|
୧୬.୬
|
୧୩.୧
|
୯.୪
|
୧୪.୬
|
Record low °C (°F)
|
୧.୦
|
୨.୩
|
୪.୦
|
୫.୦
|
୧୦.୦
|
୯.୫
|
୭.୮
|
୮.୪
|
୮.୯
|
୫.୦
|
୪.୧
|
୨.୮
|
1.୦ (nil)
|
Average rainfall mm (inches)
|
୧୧.୭
|
୩୫.4
|
୪୭.6
|
୮୮.7
|
1୫୯.୨
|
୩୩୩.୮
|
୩୭୧.୮
|
୩୬୪.୦
|
୨୫୦.୧
|
୧୨୬.୦
|
୩୫.୨
|
7.୮
|
1831.୩
|
Average rainy days
|
2.୦
|
3.୯
|
5.୮
|
୧୨.୨
|
୧୬.୯
|
୨୩.୧
|
୨୪.୬
|
୨୨.୯
|
୧୯.୧
|
୧୦.୭
|
୩.୬
|
୧.୪
|
୧୪୬.୨
|
Source #1: World Meteorological Organization[୧]
|
Source #2: India Meteorological Department (record low and high up to 2010)[୨]
|
ନାଗଲାଣ୍ଡ ସରକାରଦ୍ୱାରା ୨୦୦୨ ଡିସେମ୍ବରରୁ ମହୋତ୍ସବ ଆରମ୍ଭ ହୋଇଥିଲା।ଲକ୍ଷ୍ୟ ଥିଲାକି ଲୋକକଳା ଓ ଲୋକସଂସ୍କୃତି ବିକାଶ ଓ ପ୍ରୋସ୍ରହନ କରିବା। ହର୍ନବିଲ ମହୋତ୍ସବ ମୁଖ୍ୟ ଲକ୍ଷ୍ୟ ନାଗଲାଣ୍ଡ ସଂସ୍କୃତିକୁ ଗୋଟେ ଜାଗାରେ ଏକାଠି କରି ଲୋକଲୋଚନକୁ ଆଣିବା।ପ୍ରତି ବର୍ଷ ୧ ଡିସେମ୍ବର ଠାରୁ ୧୦ ଡିସେମ୍ବର ମଧ୍ୟରେ ପାଳିତ ହୁଏ।
ବହୁଦିନ ଧରି ଚାଲୁଥିବା ପର୍ବ ହ୍ରନବିଲ କିସାମା ଗ୍ରାମରେ ପାଳିତ ହୁଏ, କିସାମ କୋହିମା ରାଜଧାନୀ ନାଗଲାଣ୍ଡଠାରୁ ୧୨ କିମି ଦୂରତାରେ ଅବସ୍ଥିତ।ନାଗଲାଣ୍ଡର ସବୁ ଅଧିବାସୀ ସମ୍ପ୍ରଦାୟର ଲୋକମାନେ ସେ ପର୍ବରେ ସାମିଲ ହୁଅନ୍ତି। ପର୍ବର ମୂଳ ଲକ୍ଷ୍ୟ ହଉଛି ଭାବର ଆଦାନ ପ୍ରଦାନ ଏବଂ ନିଜ ସଂସ୍କୃତିକୁ ବଞ୍ଚାଇ ରଖି ସମସ୍ତଙ୍କ ଲୋକଲୋଚନକୁ ଆଣିବା।[୩]
କୋହିମାକୁ ଯିବା ପାଇଁଦୀମାପୁର ବିମାନବନ୍ଦର ଦୀମାପୁର ସବୁଠାରୁ ପାଖ ରାସ୍ତା ତା ଦୂରତା ପାଖାପାଖି ୭୪ କିଲୋମିଟର (୪୬ ମାଇଲ) କୋହିମା ୨ ନମ୍ବର ନ୍ୟାସନାଲ ହାଇୱେବ ସହ ଜଡିତ ଏବଂ ୨୯ ନମ୍ବର ଜାତୀୟ ରାଜପଥ ମଧ୍ୟ କୋହିମା ସହ ସଂଯୋଗ। କୋହିମା ସହ ରେଳପଥର ସଂଯୋଗ ନାହିଁ।ନିକଟତମ ରେଳପଥର ଷ୍ଟେସନ ହଉଛି ଦୀମାପୁର।୨୦୦୯ ମସିହାଠାରୁ ଦୀମାପୁରଠୁ କୋହିମାକୁ ରେଳପଥରେ ସଂଯୋଗ ପାଇଁ କାମ ଚାଲୁଅଛି।[୪] ବାଦବିବାଦ ପାଇଁ କାମ ବନ୍ଦ ରହିଥିଲା ତା ପରେ ଅନୁମାନ କରାଯାଉଥିଲା କି ୨୦୦୧୩ ଭିତରେ କାମ ସାରିଯିବ ବୋଲି କିନ୍ତୁ କାମ ୨୦୨୦ରେ ଶେଷ ହେବ।[୫]
ବିଶ୍ୱବିଦ୍ୟାଳୟ ଏବଂ କଲେଜ[ସମ୍ପାଦନା]
କୋହିମାରରେ ଏକ ଫୁଟବଲ କ୍ଲବ ଅଛି ତା ନାମ କୋହିମା କମେଟ୍ସ,ସେହି କ୍ଲବରୁ ଭଲ ଭଲ ଖେଳାଳି ନାଗାଲାଣ୍ଡ ପ୍ରିମିୟମ ଲିଗରେ ଖେଳିଥାନ୍ତି।
ଯୋଗାଯୋଗ ଓ ମିଡ଼ିଆ[ସମ୍ପାଦନା]
ସହରରେ ଅଲ ଇଣ୍ଡିଆ ରେଡ଼ିଓର ଲୋକାଲ ଷ୍ଟେସନ ଅଛି। ସେ ମଧ୍ୟ ଲୋକମାନଙ୍କ ମନରଞ୍ଜନ ପାଇଁ ଅଲଗା କିଛି ପୋଗ୍ରାମ ପ୍ରସାରଣ କରନ୍ତି।
| ତୋମ୍ବ ଜଣେ ଅଜଣା ସୈନିକ ସମାଧି ସ୍ଥଳ |
|