Jump to content

ଲଦାଖ

ଲଦାଖ
Ladakh within India
Ladakh within India
Ladakh in pink shown within the wider Kashmir region
Ladakh in pink shown within the wider Kashmir region
Coordinates: 34°10′12″N 77°34′48″E / 34.17000°N 77.58000°E / 34.17000; 77.58000
CountryIndia
Division8 February 2019
Union territoryProposed from 31 October 2019[]
HeadquartersLeh and Kargil (Joint)
DistrictsKargil District, Leh District
Government
  Lieutenant GovernorRK Mathur
  Divisional CommissionerSaugat Biswas
  MPJamyang Tsering Namgyal (BJP)
  High CourtJammu and Kashmir High Court
Area
  ସମୁଦାୟ59,146 km2 (22,836 sq mi)
Highest elevation7,742 m (25,400 ft)
Lowest elevation2,550 m (8,370 ft)
Population
 (2011)
  Total୨,୭୪,୨୮୯
  Density4.6/km2 (12/sq mi)
DemonymLadakhi
Languages
  OfficialLadakhi, Purki, Shina, Tibetan, Balti, Urdu, Hindi
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣLeh: JK10; Kargil: JK07
Main citiesLeh, Kargil
Websitehttp://jkladakhaffairs.nic.in/

ଲଦାଖ ହେଉଛି ଭାରତର ଏକ ସ୍ଥାନ । ଏହା ବର୍ତ୍ତମାନ କୁନଲୁନ ପର୍ବତଠାରୁ ଦକ୍ଷିଣ ହିମାଳୟର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଅଛି । ଏହି ସ୍ଥାନଟି ଭାରତୀୟ ଓ ତିବ୍ବତୀୟମାନଙ୍କ ବାସସ୍ଥଳୀ । ଏଠାକାର ସଂସ୍କୃତି ଓ ଇତିହାସ ତିବ୍ବତୀୟ ମାନଙ୍କ ସହିତ ଜଡ଼ିତ । ଲଦାଖ ନିଜର ସୁନ୍ଦର ବାରଫ ଯୁକ୍ତ ପାହାଡ ଓ ଏଠାକାର ସଂସ୍କୃତିକୁ ନେଇ ଲୋକପ୍ରିୟ ।

ଅକସାଇ ଚୀନ ହେଉଛି ଭାରତ ଓ ଚୀନ ମଧ୍ୟରେ ଥିବା ଏକ ବିବାଦୀୟ ସୀମା । ଏହାର ଅଧା ଚାଇନା ହୋଟାନ କାଉଁଟିର ଅଂଶ ବୋଲି କହୁଥିବା ବେଳେ ଭାରତ ମଧ୍ୟ ଏହା ଲଦାଖର ଅଂଶ ବୋଲି ଦାବି କରେ । ୧୯୬୨ ମସିହାରେ ଅକସାଇ ଓ ଅରୁଣାଚଳ ପ୍ରଦେଶକୁ ନେଇ ଚାଇନା ଓ ଭାରତ ମଧ୍ୟରେ ଏକ ବଡ଼ ଯୁଦ୍ଧ ହୋଇଥିଲା । କିନ୍ତୁ ୧୯୯୩ ଓ ୧୯୯୬ ମସିହାରେ ଭାରତ ଓ ଚାଇନା ଚୁକ୍ତିବଦ୍ଧ ହୋଇଥିଲେ କି ନିଜ ନିଜ ସୀମା ଭିତରେ ନିୟନ୍ତ୍ରଣର ସହିତ ରହିବେ । ୧୯୭୪ଠାରୁ ଭାରତ ସଫଳତାର ସହିତ ଲଦାଖ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେଇଥିଲା । ଏଠାରେ ଭାରତୀୟ ସୈନ୍ୟବାହିନୀ ସବୁ ବେଳେ ସଜାଗ ରହିଥାଏ ।

ଲଦାଖର ବଡ଼ ସହର ହେଉଛି ଲେହ । ଏଠାରେ ଅଧା ଲଦାଖର ବାସିନ୍ଦା ହେଉଛନ୍ତି ସିଆ ମୁସଲିମ ଓ ଅନ୍ୟ ମନେ ଅଧିକାଂଶ ତିବ୍ବତୀୟ ବୌଦ୍ଧ ଧର୍ମୀ । ଲଦାଖର ଉଚ୍ଚାରଣ ତିବ୍ବତୀୟ ମାନଙ୍କ ନିଜ ଭାଷାରୁ ହୋଇଛି ଓ ଏହାର ଅନୁବାଦ ପାରସ୍ୟ ଶବ୍ଦରୁ ହୋଇଛି ।

  1. http://egazette.nic.in/WriteReadData/2019/210412.pdf
  2. "MHA.nic.in". MHA.nic.in. Archived from the original on 8 December 2008. Retrieved 21 June 2012.
  3. "Saltoro Kangri, India/Pakistan". peakbagger.com. Retrieved 9 ଅଗଷ୍ଟ 2019.
  1. This excludes Aksai Chin (37,555 km2), under Chinese administration.
ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।