ଶେଷ ପ୍ରତୀକ୍ଷା

ଉଇକିପିଡ଼ିଆ‌ରୁ
(Sesha Pratikshaରୁ ଲେଉଟି ଆସିଛି)
ଶେଷ ପ୍ରତୀକ୍ଷା
ନିର୍ଦ୍ଦେଶକପ୍ରଣବ ଦାସ
ସଂଳାପପ୍ରଣବ ଦାସ
ଚିତ୍ରନାଟ୍ୟପ୍ରଣବ ଦାସ
କଳାକାରଗ୍ଲୋରିଆ ମହାନ୍ତି
ଅପରାଜିତା ମହାନ୍ତି
ଜୟୀରାମ ସାମଲ
ରାଧା ପଣ୍ଡା
ଚିତ୍ରଗ୍ରହଣଅଶୋକ ସ୍ୱାଇଁ[୧]
ମୁକ୍ତିଲାଭ ତାରିଖ
୧୯୭୯
ଦେଶ ଭାରତ
ଭାଷାଓଡ଼ିଆ

ଶେଷ ପ୍ରତୀକ୍ଷା, ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ପ୍ରଣବ ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ ।[୩][୪] ପ୍ରଣବ ଦାସ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୫]

ଗ୍ଲୋରିଆ ମହାନ୍ତି, ରାଧା ପଣ୍ଡା, ଅପରାଜିତା ମହାନ୍ତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]


ଆଧାର[ସମ୍ପାଦନା]

  1. "'ଜୟଦେବ ପୁରସ୍କାର' ବିଜେତା ସିନେମାଟୋଗ୍ରାଫର୍‌ ଅଶୋକ ସ୍ୱାଇଁଙ୍କ ପରଲୋକ | Sambad". Sambad. 7 July 2018. Retrieved 30 August 2018.
  2. "ଓଡ଼ିଆ ସିନେମାର ଲୋକପ୍ରିୟ ସିନେମାଟୋଗ୍ରାଫର୍ ଅଶୋକ ସ୍ୱାଇଁଙ୍କ ପରଲୋକ - OdishaLIVE". OdishaLIVE. 7 July 2018. Retrieved 30 August 2018.
  3. ୩.୦ ୩.୧ ଦାସ, ପ୍ରଣବ (8 April 2018). "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. Retrieved 30 August 2018.[permanent dead link]
  4. ୪.୦ ୪.୧ "ଆମ ଷ୍ଟାରମାନଙ୍କ ସଙ୍ଗେ ସନ୍ଧ୍ୟାଟିଏ". ନିତିଦିନ (ନଜର୍). 26 June 2022. p. ୧୪. Archived from the original on 26 June 2022. Retrieved 26 June 2022.
  5. ୫.୦ ୫.୧ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.

ବାହାର ଆଧାର[ସମ୍ପାଦନା]