ଶେଷ ପ୍ରତୀକ୍ଷା
ଦେଖଣା
ଶେଷ ପ୍ରତୀକ୍ଷା | |
---|---|
ନିର୍ଦ୍ଦେଶକ | ପ୍ରଣବ ଦାସ |
ସଂଳାପ | ପ୍ରଣବ ଦାସ |
ଚିତ୍ରନାଟ୍ୟ | ପ୍ରଣବ ଦାସ |
କଳାକାର | ଗ୍ଲୋରିଆ ମହାନ୍ତି ଅପରାଜିତା ମହାନ୍ତି ଜୟୀରାମ ସାମଲ ରାଧା ପଣ୍ଡା |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ[୧] |
ମୁକ୍ତିଲାଭ ତାରିଖ | ୧୯୭୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଶେଷ ପ୍ରତୀକ୍ଷା, ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ପ୍ରଣବ ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ ।[୩][୪] ପ୍ରଣବ ଦାସ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୫]
ଗ୍ଲୋରିଆ ମହାନ୍ତି, ରାଧା ପଣ୍ଡା, ଅପରାଜିତା ମହାନ୍ତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଗ୍ଲୋରିଆ ମହାନ୍ତି
- ପୁଷ୍ପା ପଣ୍ଡା[୪]
- ଅପରାଜିତା ମହାନ୍ତି
- ଜୟୀରାମ ସାମଲ
- ରାଧା ପଣ୍ଡା
- ବିଜୟ ମହାନ୍ତି[୩]
- ସାମୁଏଲ ସାହୁ (ବାବି)
- ଅଜିତ ଦାସ
- ସ୍ୱରୂପ ନାୟକ
- ବିଦ୍ୟୁତ୍ମୟୀ
- ଦୀପାନ୍ୱୀତା (ରୋନୀ)
- ଜୟା
- ଅସୀମ ବସୁ[୫]
ଆଧାର
[ସମ୍ପାଦନା]- ↑ "'ଜୟଦେବ ପୁରସ୍କାର' ବିଜେତା ସିନେମାଟୋଗ୍ରାଫର୍ ଅଶୋକ ସ୍ୱାଇଁଙ୍କ ପରଲୋକ | Sambad". Sambad. 7 July 2018. Retrieved 30 August 2018.
- ↑ "ଓଡ଼ିଆ ସିନେମାର ଲୋକପ୍ରିୟ ସିନେମାଟୋଗ୍ରାଫର୍ ଅଶୋକ ସ୍ୱାଇଁଙ୍କ ପରଲୋକ - OdishaLIVE". OdishaLIVE. 7 July 2018. Retrieved 30 August 2018.
- ↑ ୩.୦ ୩.୧ ଦାସ, ପ୍ରଣବ (8 April 2018). "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. Retrieved 30 August 2018.[permanent dead link]
- ↑ ୪.୦ ୪.୧ "ଆମ ଷ୍ଟାରମାନଙ୍କ ସଙ୍ଗେ ସନ୍ଧ୍ୟାଟିଏ". ନିତିଦିନ (ନଜର୍). 26 June 2022. p. ୧୪. Archived from the original on 26 June 2022. Retrieved 26 June 2022.
- ↑ ୫.୦ ୫.୧ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶେଷ ପ୍ରତୀକ୍ଷା