ସରୋଜ ବଳ

ଉଇକିପିଡ଼ିଆ‌ରୁ
(Saroj Balରୁ ଲେଉଟି ଆସିଛି)
ସରୋଜ ବଳ
Saroj Bal at Salandi Book Fair, Bhadrak
ଭଦ୍ରକର ସାଳନ୍ଦୀ ପୁସ୍ତକ ମେଳା ଅବସରରେ ଓଡ଼ିଆ କବି ତଥା ଲେଖକ ସରୋଜ ବଳ ।
Born (1976-02-02) ୨ ଫେବୃଆରୀ ୧୯୭୬ (ବୟସ ୪୮)
ଅର୍ଜୁନବିନ୍ଧା,ଭଦ୍ରକ
Nationalityଭାରତୀୟ
Educationସ୍ନାତକୋତ୍ତର(ଓଡ଼ିଆ)
Alma materଉତ୍କଳ ବିଶ୍ୱବିଦ୍ୟାଳୟ

ସରୋଜ ବଳ, (ଜନ୍ମ: ୨ ଫେବୃଆରୀ ୧୯୭୬) ଜଣେ ଓଡ଼ିଆ ସାହିତ୍ୟିକ[୧], ସମ୍ପାଦକ ଏବଂ ପ୍ରକାଶକ ।[୨] "ଟାଇମପାସ" ନାମରେ ତାଙ୍କର ଏକ ପ୍ରକାଶନ ସଂସ୍ଥା ରହିଛି । ସାହିତ୍ୟ ସଂଗଠକ ଭାବରେ ସେ "ମୁକ୍ତ ସାହିତ୍ୟ ମଞ୍ଚ",[୩] "ଜଗଦୀଶ ମହାନ୍ତି ଟ୍ରଷ୍ଟ", "ସମ୍ବାଦ ସାହିତ୍ୟ ଘର" ଆଦି ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହିଆସିଛନ୍ତି ।[୪]

ସରୋଜ ୧୯୭୬ ମସିହା ଫେବୃଆରୀମାସ ୨ତାରିଖ ଦିନ ଭଦ୍ରକ ଜିଲ୍ଲାର(ସେତେବେଳେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା) ଅର୍ଜୁନବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ ।[୫] ପିଲାଦିନ ଗ୍ରାମପରିବେଶରେ କଟିଥିଲା । ପିଲାଦିନରୁ ସେ ସାହିତ୍ୟପ୍ରତି ଆକର୍ଷିତ ଥିଲେ । ଅନ୍ୟ ସାହିତ୍ୟକୁ ନକଲ କରି, ତାକୁ ନିଜ ରୂପଦେବାକୁ ଚେଷ୍ଟାରୁ ତାଙ୍କର ସୃଜନ କ୍ରିୟା ଆରମ୍ଭ ହୋଇଥିଲା । ରଫ୍ ଖାତାରୁ ପେପର ଚିରି, ସେଥିରେ ହାତ ଲେଖା ପତ୍ରିକା ପ୍ରସ୍ତୁତ କରି ସେ ସାଙ୍ଗମାନଙ୍କୁ ବାଣ୍ଟୁଥିଲେ । +୩ ପଢିଲାବେଳେ, ସେ ମୌଳିକ ସାହିତ୍ୟ ରଚନା ଆରମ୍ଭ କରିଥିଲେ ଓ 'ସିନ୍ଦୁରା' ନାମରେ ଏକ ହସ୍ତଲିଖିତ ପତ୍ରିକା ଆରମ୍ଭ କରିଥିଲେ । ସେବେଠାରୁ ସେ ମୌଳିକ ସାହିତ୍ୟ ରଚନା, ସମ୍ପାଦନା ଓ ପ୍ରକାଶନାରେ ବ୍ରତୀ ରହିଛନ୍ତି ।

ରଚନାବଳୀ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସୁବ୍ରତ ରଥ ସ୍ମାରକୀ ପୁରସ୍କାର - ୨୦୧୯ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୬]
  • କଥା ନବପ୍ରତିଭା ସମ୍ମାନ - ୧୯୯୭[୭]
  • ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର - ୨୦୧୮[୮]
  • ରାଜ୍ୟ ଯୁବ ସମ୍ମାନ
  • ରବି ପଟ୍ଟନାୟକ ସ୍ମୃତି ପୁରସ୍କାର - ୨୦୦୮
  • କାଦମ୍ବିନୀ ଫିଚର ପୁରସ୍କାର - ୨୦୧୨
  • ବସନ୍ତ ମୁଦୁଲି କବିତା ପୁରସ୍କାର - ୨୦୧୩

ଆଧାର[ସମ୍ପାଦନା]

  1. Sahitya Akademi (2005). Annual Report. Sahitya Akademi.
  2. https://www.telegraphindia.com/1160311/jsp/odisha/story_73850.jsp
  3. http://www.odiasahitya.com/odia-literature-news/purskara-pherainela-ekademi/
  4. http://sambad.in/metro/bhubanswer-sambad-sahitya-house-special-work-75764/
  5. "ସର୍ଜନଶୀଳତାର କିଛି ନିର୍ଦ୍ଧାରିତ ଫର୍ମୁଲା ନାହିଁ". ସମ୍ବାଦ. ୨୩ ମଇ ୨୦୨୧. p. ୬. Archived from the original on ୨୩ ମଇ ୨୦୨୧. Retrieved 23 May 2021. {{cite web}}: Check date values in: |date= and |archivedate= (help)
  6. "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା". No. ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ସମ୍ବାଦ. Retrieved 18 March 2019.[permanent dead link]
  7. http://www.hindisamay.com/writer/%E0%A4%B8%E0%A4%B0%E0%A5%8B%E0%A4%9C-%E0%A4%AC%E0%A4%B2-Saroj-Bal.cspx?id=2789
  8. କ୍ରାନ୍ତିଧାରା (୦୮ ଅକ୍ଟୋବର ୨୦୧୮). "ସୃଜନଧାରା". {{cite news}}: Check date values in: |date= (help)