ରଜନୀଗନ୍ଧା (୧୯୮୯ର ସିନେମା)
ଦେଖଣା
(Rajanigandha (1989 film)ରୁ ଲେଉଟି ଆସିଛି)
ରଜନୀଗନ୍ଧା | |
---|---|
ନିର୍ଦ୍ଦେଶକ | ବିଜୟ ମିଶ୍ର |
ପ୍ରଯୋଜକ | ବଟକୃଷ୍ଣ ନାୟକ |
କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅଜିତ ଦାସ, ଜୟୀରାମ ସାମଲ |
ସଙ୍ଗୀତ | ସୁବାସ ରାମ[୧] |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୪୫ଲକ୍ଷ ୨୫ହଜାର |
ବିଜୟ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ରଜନୀଗନ୍ଧା ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ଅଜିତ ଦାସ
- ପୁଷ୍ପା ପଣ୍ଡା
- ବୈଶାଳୀ ପରିଡ଼ା
- ଜୟୀରାମ ସାମଲ
- ପୃଥ୍ୱିରାଜ ମିଶ୍ର
- ପ୍ରତିଭା ପଣ୍ଡା
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାସ ରାମ ।[୨]
ଆଧାର
[ସମ୍ପାଦନା]- ↑ "ସୁବାସଙ୍କ ଗୀତ". ସମାଜ. No. ରବିବାର. 9 April 2023. p. 8. Archived from the original on 17 April 2023. Retrieved 17 April 2023.
- ↑ "ରଜନୀଗନ୍ଧାର ବାସ". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଜନୀଗନ୍ଧା