ନିଝୁମ ରାତିର ସାଥୀ (୨୦୧୭)

ଉଇକିପିଡ଼ିଆ‌ରୁ
(Nijhum Ratira Sathiରୁ ଲେଉଟି ଆସିଛି)
ନିଝୁମ ରାତିର ସାଥୀ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସନ୍ତୋଷ କୁମାର ସିଂହ
ଅନାମ ଚରଣ ସାହୁ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସନ୍ତୋଷ କୁମାର ସିଂହ
କଳାକାରଜ୍ୟୋତି ରଞ୍ଜନ ନାୟକ
ତମନ୍ନା ବ୍ୟାସ
ବିଜୁ ବଡ଼ଜେନା
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

ନିଝୁମ ରାତିର ସାଥୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୬] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ ।[୭] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଚନ୍ଦନ, ଜ୍ୟୋତି ଏବଂ ନାୟିକା ତମନ୍ନା ବ୍ୟାସ[୮] ଅଭିନୟ କରିଥିଲେ ।[୯][୧୦] ଅନ୍ୟାନ୍ୟ ଭୁମିକାରେ ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୁମନ, କୁନା ତ୍ରିପାଠୀ ଏବଂ ବିଜୁ ବଡ଼ଜେନା ଆଦି ଅଭିନୟ କରିଥିଲେ ।[୧୧] ଅଭିନେତ୍ରୀ ସୋନାଲୀ ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ମିଳୟ ମିଶ୍ର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ[୧୮] ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଅରୁଣ ମନ୍ତ୍ରୀ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."କେତେ ଭଲ ପାଏ (ପୁରଷ)"ହ୍ୟୁମାନ ସାଗର୦୫:୪୮
2."କେତେ ଭଲ ପାଏ (ନାରୀ)"ହ୍ୟୁମାନ ସାଗର, ଇରା ମହାନ୍ତି୦୬:୦୧
3."ଆଲୋ ଲୋ ଲୋ ଲୋ"ହ୍ୟୁମାନ ସାଗର, ଇରା ମହନ୍ତି୦୫:୩୪
4."ହାଉଲେ ହାଉଲେ" ୦୩:୫୦
5."ଦେହରେ ମୋର"ଅଞ୍ଜୁ, ପ୍ରଫୁଲ୍ଲ ବେହେରା୦୫:୧୩
6."ଯେବେ ଇଚ୍ଛା ଦେଖିପାରୁ"ହ୍ୟୁମାନ ସାଗର, ଇରା ମହାନ୍ତି୦୫:୦୯
7."ଗୁରୁବାର ଦିନ"ସଞ୍ଜୁ,ପ୍ରଫୁଲ୍ଲ ବେହେରା୦୩:୨୮
8."ନିଝୁମ ରାତିର ସାଥୀ"ହ୍ୟୁମାନ ସାଗର, ଇରା ମହାନ୍ତି୦୩:୧୮

ଆଧାର[ସମ୍ପାଦନା]

  1. "ଜାନୁଆରୀ 1, 2017ରେ ମୁକ୍ତିଲାଭ କରିବାକୁ ଥିବା ଗଡ୍ ଫାଦର୍ ଓ ନିଝୁମ ରାତିର ସାଥୀର ପବ୍ଲିସିଟି-ପ୍ରୋ ପ୍ରଣୟ ଜେଠୀ ।". Cine Critics. Retrieved 19 July 2017.
  2. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Retrieved 8 September 2017.
  5. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  6. "ନୂଆ ବର୍ଷରେ 'ନିଝୁମ ରାତିର ସାଥୀ'". ସମ୍ବାଦ. 25 December 2016. Retrieved 19 July 2017.
  7. "Nijhum Ratira Sathi (2016)". Odia Rocks. 3 July 2016. Retrieved 19 July 2017.
  8. "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018. {{cite news}}: |first1= missing |last1= (help)
  9. "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
  10. "'ବିଭ୍ରାନ୍ତ'ର ଟ୍ରେଲର". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  11. "Nijhum Ratira Sathi". Odia Movie Database. Retrieved 19 July 2017.
  12. "୨୦୧୭ ଓଡ଼ିଆ ଛବିରେ ନବାଗତା ନାୟିକାମାନଙ୍କର ଓଡ଼ିଆ ସିନେମା ଯାତ୍ର". E News ଓଡ଼ିଆ. 7 July 2017. Retrieved 19 July 2017.
  13. "ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  14. "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021.
  15. "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
  16. "ଏହି ଟପ୍‌ ହିରୋଙ୍କ ସାଥ୍‌ ପାଇନାହାନ୍ତି ତମନ୍ନା!". sambad.in. 24 April 2018. Retrieved 6 June 2018.
  17. "'ସୁପରବୟ'ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 28 April 2020. Archived from the original on 25 December 2021. Retrieved 25 December 2021.
  18. "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 7 September 2018. Retrieved 7 September 2018.

ବାହାର ଆଧାର[ସମ୍ପାଦନା]