ମୁଁ ତା'ର କିଏ

ଉଇକିପିଡ଼ିଆ‌ରୁ
(Mun Tara Kiyeରୁ ଲେଉଟି ଆସିଛି)
ମୁଁ ତା'ର କିଏ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକଯୁକ୍ତା ରକ୍ଷିତ
ସଂଳାପମହ‌ମଦ ସଫିଉଦ୍ଦିନ୍
ଚିତ୍ରନାଟ୍ୟଯୁକ୍ତା
କାହାଣୀଯୁକ୍ତା
କଳାକାରମିହିର ଦାସ, ଯୁକ୍ତା ରକ୍ଷିତ, ହର ରଥ
ସଙ୍ଗୀତବିକାଶ ଦାଶ
ଚିତ୍ରଗ୍ରହଣବିଜୟ କର
ମୁକ୍ତିଲାଭ ତାରିଖ
୩୧ ଅକ୍ଟୋବର ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ମୁଁ ତା'ର କିଏ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଯୁକ୍ତା ରକ୍ଷିତ । ନିର୍ଦ୍ଦେଶକ ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ଯୁକ୍ତା ଏହାର କାହାଣୀ ରଚନା କରିଥିବାବେଳେ ମହ‌ମଦ ସଫିଉଦ୍ଦିନ୍ ଏହାର ସଂଳାପ ରଚାନ କରିଥିଲେ ।[୨]

ଏହି କଥାଚିତ୍ରଟିରେ ଅଭିନେତା ମିହିର ଦାସ ଏବଂ ଯୁକ୍ତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା ହର ରଥ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର କାହାଣୀ ଏକ ଯୁବା ଝିଅ ଏବଂ ବୟସ୍କ ପୁରୁଷର ପ୍ରେମ କାହାଣୀ ଉପରେ ଆଧାରିତ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାଶ । ଅରୁଣ ମନ୍ତ୍ରୀ ଏବଂ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨][୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆମେ ତ କଲେଜ ପିଲା" 
2."ପ୍ରେମରେ ବୟସ ନାଇଁ" 
3."ମୁଁ ତା'ର କିଏ" 

ଆଧାର[ସମ୍ପାଦନା]

  1. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
  2. ୨.୦ ୨.୧ ୨.୨ "Mu Tara Kie Odia Film Cast, Crew, Wallpapers and Songs". New Odisha. 8 June 2014. Archived from the original on 29 September 2017. Retrieved 25 September 2017. {{cite news}}: |first= missing |last= (help)
  3. "Mu Tara Kie (2014)- Cast & Crew". Odia Khati. Archived from the original on 28 September 2017. Retrieved 25 September 2017.

ବାହାର ଆଧାର[ସମ୍ପାଦନା]