ମୋ ଦିଲ୍ କହେ ଇଲୁ ଇଲୁ

ଉଇକିପିଡ଼ିଆ‌ରୁ
(Mo Dil Kahe Ilu Iluରୁ ଲେଉଟି ଆସିଛି)
ମୋ ଦିଲ୍ କ‌ହେ ଇଲୁ ଇଲୁ
ନିର୍ଦ୍ଦେଶକଲୋକନାଥ ବାରିକ
ପ୍ରଯୋଜକରବିନ୍ କୁମାର ନନ୍ଦ
ସଂଳାପ(ସଂଳାପ): ଚୀନ୍ମୟ ଦାସପଟ୍ଟନାୟକ
ଚିତ୍ରନାଟ୍ୟଲୋକନାଥ ବାରିକ
କାହାଣୀଲୋକନାଥ ବାରିକ
କଳାକାରଅକ୍ଷୟ ବସ୍ତିଆ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, କୁନା ତ୍ରିପାଠୀ
ସଙ୍ଗୀତଅଗ୍ନୀରାଜ୍ କିଶୋର
ମୁକ୍ତିଲାଭ ତାରିଖ
୨୫ ସେପ୍ଟେମ୍ବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ମୋ ଦିଲ୍ କ‌ହେ ଇଲୁ ଇଲୁ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ କୁମାର ନନ୍ଦ ।[୨] ଲୋକନାଥ ବାରିକ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଚୀନ୍ମୟ ଦାସପଟ୍ଟନାୟକ ସଂଳାପ ରଚନା କରିଥିଲେ । ଲୋକନାଥ ବାରିକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ଅଗ୍ନୀରାଜ୍ କିଶୋର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଅକ୍ଷୟ ବସ୍ତିଆ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, କୁନା ତ୍ରିପାଠୀ, ଶ୍ରୁତି ଦାସ ମହାପାତ୍ର, ବୀଣା ମହାପାତ୍ର, ରବିନ୍ କୁମାର ନନ୍ଦ, ଦେବ ଶ୍ରୀଚନ୍ଦନ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀ ନିର୍ଦ୍ଦେଶନା ଦେଇଥିଲେ ଅଗ୍ନୀରାଜ୍ କିଶୋର । ଅରୁଣ ମନ୍ତ୍ରୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ ଗୀତଗୁଡ଼ିକ ଗାଇଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଯେବେ ତୁମ ପରି" 
2."ଖଞ୍ଜଣୀ ବଜେଇ" 
3."ମୋ ଦିଲ୍ କ‌ହେ ଇଲୁ ଇଲୁ" 
4."ଫୁର୍ କିନା" 
5."ସାଇରାମ୍ (ନାରୀ)" 
6."ସାଇରାମ୍ (ପୁରୁଷ)" 

ଆଧାର[ସମ୍ପାଦନା]

  1. "ଓଲିଉଡ୍ @୨୦୧୫". Odisha Reporter. 29 December 2015. Retrieved 2 September 2017.
  2. "ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି". sambad.in. 8 June 2018. Retrieved 10 June 2018.
  3. ୩.୦ ୩.୧ "Mo Dil Kahe Ilu Ilu New Oriya Movie". Incredible Orissa. 7 March 2015. Retrieved 2 September 2017.
  4. "Mo Dil Kahe ILU ILU (ମୋ ଦିଲ୍ କହେ ଇଲୁ ଇଲୁ) - 2015 Odia Action film". ଓଡ଼ିଆପୋର୍ଟଲ.ଇନ୍. Retrieved 2 September 2017.

ବାହାର ଆଧାର[ସମ୍ପାଦନା]