ମୀନାବଜାର (ପତ୍ରିକା)

ଉଇକିପିଡ଼ିଆ‌ରୁ
(Meenabazar (magazine)ରୁ ଲେଉଟି ଆସିଛି)
ମୀନାବଜାର
ସମ୍ପାଦକମହେଶ୍ୱତା ମହତାବ
ପ୍ରକାରଶିଶୁ ପତ୍ରିକା
ପ୍ରକାଶକପ୍ରଜାତନ୍ତ୍ର ପ୍ରଚାର ସମିତି
ଦେଶଭାରତ
ଭାଷାଓଡ଼ିଆ
RNI ରେଜିଷ୍ଟ୍ରେସନ ନଂ.୪୨୦୧୫/୮୩

ମୀନାବଜାର ଏକ ମାସିକ ଓଡ଼ିଆ ଶିଶୁ ପତ୍ରିକା ।[୧] ଏହା ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୁଲ୍ୟରେ ପ୍ରକାଶିତ ହୁଏ ।[୨] ମହେଶ୍ୱତା ମିଶ୍ର ବର୍ତ୍ତମାନ ଏହି ପତ୍ରିକାଟିର ସମ୍ପାଦକ ଅଛନ୍ତି । ଏଥିରେ ପିଲାଙ୍କ ପାଇଁ ପୂରଣ, ପଶୁ ପକ୍ଷୀ ଆଦି ଛୋଟ ଛୋଟ ଗପ ପ୍ରକାଶ ପାଇଥାଏ । "ଜହୁରି ଭାଇଙ୍କ ଚିଠି", "ରଙ୍ଗ ଦିଅ", "ବିନ୍ଦୁ ଯୋଡ" ଇତ୍ୟାଦି ବିଭାଗ ନିୟମିତ ଭାବେ ବାହାରିଥାଏ । ରାମ ପ୍ରସାଦ ମହାନ୍ତି ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୩]

ଆଧାର[ସମ୍ପାଦନା]

  1. B. A. Sharada; Central Institute of Indian Languages (1988). A directory of institutions on language and literature in India. Central Institute of Indian Languages.
  2. "ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ଧାରା" (PDF). ଉତ୍କଳ ପ୍ରସଙ୍ଗ (ନଭେମ୍ବର ୨୦୧୨): ୧୧. Retrieved 25 April 2019.
  3. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 139–. ISBN 978-81-8450-151-3.