ଲକିର ଲକ୍‌ଡାଉନ୍ ଲଭ୍ ଷ୍ଟୋରୀ

ଉଇକିପିଡ଼ିଆ‌ରୁ
(Lucky Ra Lock Down Love Storyରୁ ଲେଉଟି ଆସିଛି)
ଲକିର ଲକ୍‌ଡାଉନ୍ ଲଭ୍ ଷ୍ଟୋରୀ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ
ସଂଳାପମୋନାଲିସା ମହାନ୍ତି
ବି. ଚନ୍ଦନ କୁମାର
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
ସନ୍ତୋଷ ନାରାୟଣ ଦାଶ
କାହାଣୀଦେବୀଦତ୍ତ ମହାନ୍ତି
ସନ୍ତୋଷ ନାରାୟଣ ଦାଶ
କଳାକାରସବ୍ୟସାଚୀ ମିଶ୍ର
ତମନ୍ନା ବ୍ୟାସ
ବବି ମିଶ୍ର
ପପୁ ପମ ପମ
ତୃପ୍ତି ସିହ୍ନା
ପ୍ରଦ୍ୟମ୍ନ ଲେଙ୍କା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସୁଦର୍ଶନ ସେନାପତି
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୮ ଅକ୍ଟୋବର ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଲକିର ଲକ୍‌ଡାଉନ୍ ଲଭ୍ ଷ୍ଟୋରୀ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ ମୋନାଲିସା ମହାନ୍ତି ଓ ବି. ଚନ୍ଦନ କୁମାର । ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ତମନ୍ନା ବ୍ୟାସ ।[୧] ବବି ମିଶ୍ର, ପପୁ ପମ ପମ, ତୃପ୍ତି ସିହ୍ନା, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ତ୍ରିଭୁବନ ପଣ୍ଡା, କୁନାଲ, ସୋମୁ, ମାନସ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ଅକ୍ଟୋବର ୧୮ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୨] ଏହି କଥାଚିତ୍ରଟି ପ୍ରଥମ ଲକ୍‌ଡାଉନ୍ ସମୟରେ ସୁଟିଂ କରାଯାଇଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଟ୍ରିଂ ଟ୍ରିଂ"ନିର୍ମଳ ନାୟକସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Sabyasachi's "Lucky Ra Lockdown Love Story" To Hit Screens On October 18". My City Links (in English). 14 October 2020. Retrieved 10 January 2022.{{cite news}}: CS1 maint: unrecognized language (link)
  2. "୧୮ରେ ସବ୍ୟସାଚୀଙ୍କ 'ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 October 2020. Archived from the original on 10 January 2022. Retrieved 10 January 2022.
  3. S; Sep 8, ip Bal / TNN /; 2020; Ist, 10:11. "Sabyasachi Mishra shot for a film alongside helping migrants reach their home | Bhubaneswar News - Times of India". The Times of India (in ଇଂରାଜୀ). Retrieved 2022-01-10. {{cite web}}: |last3= has numeric name (help)CS1 maint: numeric names: authors list (link)
  4. "A Celebrity to Call in Distress | Outlook India Magazine". Outlook India (in English). Retrieved 2022-01-10.{{cite web}}: CS1 maint: unrecognized language (link)
  5. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.

ବାହାର ଆଧାର[ସମ୍ପାଦନା]