ଲୋକାଲ ଟୋକା ଲଭ୍ ଚୋଖା
ଲୋକାଲ ଟୋକା ଲଭ୍ ଚୋଖା | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା ଡି.ପି. ଖଣ୍ଡେଲୱାଲ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ସୁଧାଂଶୁ ମୋହନ ସାହୁ |
କାହାଣୀ | ବନଶ୍ରୀ ଲେଙ୍କା |
କଳାକାର | ବାବୁଶାନ୍ ସନମୀରା ନାଗେଶ ମିହିର ଦାସ ପୁଷ୍ପା ପଣ୍ଡା ଅପରାଜିତା ମହାନ୍ତି ପ୍ରଦ୍ୟୁମ୍ନ ଲେଙ୍କା ଅସୀତ ପତି |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ମୁକ୍ତିଲାଭ ତାରିଖ | ୧୫ ଅଗଷ୍ଟ ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲୋକାଲ ଟୋକା ଲଭ୍ ଚୋଖା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା[୪] ଓ ଡି.ପି. ଖଣ୍ଡେଲୱାଲ ।[୫] ଓମ୍ ସାଇ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି ।[୬] ବନଶ୍ରୀ ଲେଙ୍କା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୭] ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୮] ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ[୭] ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୯][୧୦][୧୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ସନମୀରା ନାଗେଶ ।[୧୨][୫][୧୩] ମିହିର ଦାସ, ପୁଷ୍ପା ପଣ୍ଡା, ଅପରାଜିତା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୭]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୫][୯][୧୫] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪][୮] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ଅସୀମା ପଣ୍ଡା, ବାବୁଶାନ୍ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଲୋକାଲ ଟୋକା ଲଭ୍ ଚୋଖା" | ହ୍ୟୁମାନ ସାଗର | |
2. | "ଆଖି ମାଗେ ମଞ୍ଜୁରି" | ବାବୁଶାନ୍, ଅନନ୍ୟା ଶ୍ରୀତମ ନନ୍ଦ | |
3. | "ଲଭ୍ର ମାଆ" | କୌଶିକ | |
4. | "ଦେଇଦେଲେ ସରିଯିବକି" | ହ୍ୟୁମାନ ସାଗର |
ଆଧାର
[ସମ୍ପାଦନା]- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ ୪.୦ ୪.୧ ୪.୨ ୪.୩ "ସନ୍ମିରାଙ୍କ ଚମକ". ସମାଜ (ରବିବାର). 12 August 2018. Archived from the original on 11 August 2018. Retrieved 11 August 2018.
- ↑ ୫.୦ ୫.୧ ୫.୨ "ଲୋକାଲ ଟୋକା". ସମାଜ ରବିବାର. 3 June 2018. Retrieved 9 June 2018.[permanent dead link]
- ↑ "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.
{{cite news}}
: CS1 maint: unrecognized language (link) - ↑ ୭.୦ ୭.୧ ୭.୨ "Local Toka Love Chokha Odia Movie HD Video Song, Release Date, Poster of Babusan, Sunmeera". www.odia99.com. Retrieved 28 July 2018.
- ↑ ୮.୦ ୮.୧ ୮.୨ "Local Toka Love Chokha Odia Film Songs & Lyrics". odishain.com. 29 May 2018. Archived from the original on 22 July 2018. Retrieved 28 July 2018.
{{cite news}}
:|first1=
missing|last1=
(help) - ↑ ୯.୦ ୯.୧ ୯.୨ "ରାଜସ୍ଥାନରେ ଲୋକାଲ ଟୋକା". ସମାଜ (ରବିବାର). 22 July 2018. Retrieved 28 July 2018.[permanent dead link]
- ↑ "ପୁଣିଥରେ ଓଲିଉଡରେ ଜାଦୁ ଦେଖାଇବା ପାଇଁ ଅଣ୍ଟା ଭିଡିଲେଣି ବାବୁସାନ୍ ମହାନ୍ତି ! "ଲୋକାଲ୍ ଟୋକା ଲଭ୍ ଚୋଖା"ରେ ଆସିବେ ନଜର । - Kanaknews | DailyHunt". DailyHunt (in ଇଂରାଜୀ). Retrieved 28 July 2018.
- ↑ "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
- ↑ "ବାବୁସାନଙ୍କ ନୂଆ ଫିଲ୍ମ "ଲୋକାଲ୍ ଟୋକା ଲଭ୍ ଚୋଖା" | Kanak News". Kanak News. 2 June 2018. Retrieved 28 July 2018.
- ↑ "ଓଲିଉଡ ଫିଲ୍ମ 'ଲୋକାଲ ଟୋକା ଲଭ୍ ଚୋଖା'ର ଶୁଭମହୁରତ୍". ATR NEWS. 29 May 2018. Retrieved 28 July 2018.
- ↑ ସାହୁ, ଅସମାପିକା. "ଧରିତ୍ରୀ ଆଳାପ: ନୂଆ ନୂଆ ଷ୍ଟୋରିକୁ ନେଇ ଫିଲ୍ମ ହେଉ-ସନ୍ମିରା ନଗେଶ - Dharitri.Com". Dharitri.com (in Odia). ଓଡ଼ିଶା. Archived from the original on 26 August 2018. Retrieved 8 September 2018.
{{cite news}}
: CS1 maint: unrecognized language (link) - ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲୋକାଲ ଟୋକା ଲଭ୍ ଚୋଖା