କ୍ରେଜି-୪

ଉଇକିପିଡ଼ିଆ‌ରୁ
(KRAZZY - 4ରୁ ଲେଉଟି ଆସିଛି)
କ୍ରେଜି-୪
ନିର୍ଦ୍ଦେଶକସମ୍ରାଜ
ପ୍ରଯୋଜକଜେ. ରଞ୍ଜନ
ସଂଳାପଜିତେନ୍ଦ୍ର କୁମାର ବରାଳ
କଳାକାରଅଭିଶେଖ ରଥ
ସୂର୍ଯ୍ୟମୟୀ ମହାପାତ୍ର
ଉତ୍ତମ ମହାନ୍ତି
ସୁଭାଶିଷ ଶର୍ମା
ପ୍ରଜ୍ଞା ଖଟୁଆ
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ଚିତ୍ରଗ୍ରହଣଏମ୍. ଗଣେଶ
ସମ୍ପାଦକଶଙ୍କର
ମୁକ୍ତିଲାଭ ତାରିଖ
୬ ଫେବୃଆରୀ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

କ୍ରେଜି-୪ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜେ. ରଞ୍ଜନ ।[୨] ଜିତେନ୍ଦ୍ର କୁମାର ବରାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସମ୍ରାଜ ।[୩] ସଙ୍ଗୀତକାର ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେଖ ରଥ ଓ ସୂର୍ଯ୍ୟମୟୀ ମହାପାତ୍ର ।[୪] ଉତ୍ତମ ମହାନ୍ତି, ସୁଭାଶିଷ ଶର୍ମା, ପ୍ରଜ୍ଞା ଖଟୁଆ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୨ ମସିହାର ଫେବୃଆରୀ ୬ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ[୨] ଅରୁଣ ମନ୍ତ୍ରୀ, ଏନ୍. ଗୁରୁଦତ୍ତ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ, ସଂଗ୍ରାମ ମହାନ୍ତି, ଅମ୍ରିତା ନାୟକ, ସଞ୍ଜୁ ମହାନ୍ତି, ଭାରତୀ, ସରୋଜ, ରାଜେଶ, ବର୍ଷା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଏ ଆକାଶ ତୋ' ରଙ୍ଗ ମୋତେ ନୂଆ ଲାଗେରେ"  
2."ଓଡ଼ିଆ ଟୋକା ବ୍ୟାଣ୍ଡ ବଜେଇ ଦବ"  
3."କାଲି ଯିଏ ଝିଅ ଆଜି ସିଏ କନିଆଁ"  
4."ତୋ ପ୍ରେମରେ ମନ ହଲ୍‌ଚଲ୍"  
5."ଲୁଚିଛି ନା ଗୋଡ଼ ଦି'ଟା ଦିଶୁଛି"ହ୍ୟୁମାନ ସାଗର, ଅସୀମା ପଣ୍ଡା 

ଆଧାର[ସମ୍ପାଦନା]

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ "ରିଲିଜ ହେବ 'କ୍ରେଜି-୪ : ଆମେ ଓଡ଼ିଆ ଟୋକା': ଆଶାରେ ଅଭିଷେକ - Dharitri". Dharitri Odia News. 16 June 2019. Archived from the original on 20 June 2022. Retrieved 20 June 2022.
  3. ୩.୦ ୩.୧ "Krazzy 4 Odia film Cast Crew | OdiaLive". Odia Live (in English). 20 July 2019. Archived from the original on 20 June 2022. Retrieved 20 June 2022.{{cite news}}: CS1 maint: unrecognized language (link)
  4. "'କ୍ରେଜି-୪' ପରେ 'ପାଣିଗ୍ରହଣ'". Prameya. ଭୁବନେଶ୍ୱର. 23 March 2022. Archived from the original on 20 June 2022. Retrieved 20 June 2022.

ବାହାର ଆଧାର[ସମ୍ପାଦନା]