ହସିଲା ସଂସାର ଭାଙ୍ଗିଲା କିଏ
(Hasila Sansara Bhangila Kieରୁ ଲେଉଟି ଆସିଛି)
ହସିଲା ସଂସାର ଭାଙ୍ଗିଲା କିଏ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
କଳାକାର | ଅନୁ ଚୌଧୁରୀ, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲ |
ସଙ୍ଗୀତ | ମଳୟ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ହସିଲା ସଂସାର ଭାଙ୍ଗିଲା କିଏ, ୨୦୦୬ରେ ମୁକ୍ତିଲାଭକରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ମଳୟ ମିଶ୍ର ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ ।
ଅନୁ ଚୌଧୁରୀ, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|---|---|
1. | "ଏତେ ଭଲ ମୋତେ ପାଅନି" | |
2. | "ଖେଳିବେ ହୋଲି ତମ ସାଥିରେ" | |
3. | "ଏ ରାତି" | |
4. | "ପ୍ରେମ ସେତ ଚିରା" | |
5. | "ଏଇ ରାସ୍ତା" |
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ହସିଲା ସଂସାର ଭାଙ୍ଗିଲା କିଏ