ହସିଲା ସଂସାର ଭାଙ୍ଗିଲା କିଏ

ଉଇକିପିଡ଼ିଆ‌ରୁ
ହସିଲା ସଂସାର ଭାଙ୍ଗିଲା କିଏ
ନିର୍ଦ୍ଦେଶକସଞ୍ଜୟ ନାୟକ
କଳାକାରଅନୁ ଚୌଧୁରୀ, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲ
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ହସିଲା ସଂସାର ଭାଙ୍ଗିଲା କିଏ, ୨୦୦୬ରେ ମୁକ୍ତିଲାଭକରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ମଳୟ ମିଶ୍ର ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ ।

ଅନୁ ଚୌଧୁରୀ, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଏତେ ଭଲ ମୋତେ ପାଅନି" 
2."ଖେଳିବେ ହୋଲି ତମ ସାଥିରେ" 
3."ଏ ରାତି" 
4."ପ୍ରେମ ସେତ ଚିରା" 
5."ଏଇ ରାସ୍ତା" 

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]