ବିଜୟ କୁମାର ମହାନ୍ତି (ଅନୁବାଦକ)
ଦେଖଣା
(Bijay Kumar Mohanty (translator)ରୁ ଲେଉଟି ଆସିଛି)
ବିଜୟ କୁମାର ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବିଜୟ କୁମାର ମହାନ୍ତି |
ବୃତ୍ତି | ଲେଖକ, ଅନୁବାଦକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ତଥାପି କିଛି ରହିଯିବ (ଅନୁବାଦ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫[୧] |
ବିଜୟ କୁମାର ମହାନ୍ତି ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ।[୨] ସେ ଓଡ଼ିଆ ଭାଷାରେ ବିଭିନ୍ନ ପୁସ୍ତକ ରଚନା କରିବା ସହିତ କିଛି ପୁସ୍ତକ ଅନୁବାଦ କରିଛନ୍ତି ।[୩] ୨୦୧୫ ମସିହାରେ ତାଙ୍କୁ ତାଙ୍କର ଅନୁବାଦ ପୁସ୍ତକ ତଥାପି କିଛି ରହିଯିବ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୪]
ରଚନାବଳୀ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "୨୦୧୨, ୨୦୧୩, ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
- ↑ "୨୦୧୫ ଓ ୨୦୧୬ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର". Prameyanews7. ଭୁବନେଶ୍ୱର. 10 July 2020. Archived from the original on 15 July 2022. Retrieved 15 July 2022.
- ↑ Otv, News Desk. "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା. Archived from the original on 2022-07-15. Retrieved 2022-07-15.
- ↑ Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared - Times of India". The Times of India (in English). Bhubaneswar. Retrieved 15 July 2022.
{{cite news}}
: CS1 maint: unrecognized language (link) - ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି". Samaya Live. ଭୁବନେଶ୍ୱର. 11 July 2020. Archived from the original on 15 July 2022. Retrieved 15 July 2022.
- ↑ "Odisha Sahitya Akademi Awards announced | Sambad English". Sambad English (in English). Bhubaneswar: sambadenglish.com. 10 July 2020. Archived from the original on 15 July 2022. Retrieved 15 July 2022.
{{cite news}}
: CS1 maint: unrecognized language (link)