ବାଳ-ଦ ରିଦମ୍ ଅଫ୍ ଲାଇଫ୍
ବାଳ- ଦ ରିଦମ୍ ଅଫ୍ ଲାଇଫ୍ | |
---|---|
ନିର୍ଦ୍ଦେଶକ | ଅମରେଶ ପତି |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡକ୍ସନ |
ସଂଳାପ | ସଞ୍ଜୟ ମହାକୁଳ |
କାହାଣୀ | ଅମରେଶ ପତି |
କଳାକାର | ସମୀର ଶତପଥୀ ଦିବ୍ୟା ମହାନ୍ତି ଅନନ୍ୟା ମିଶ୍ର ଅପରାଜିତ ମହାନ୍ତି ସଲିଲ ମିତ୍ର |
ସଙ୍ଗୀତ | ଅଭିଜତ ମଜୁମଦାର |
ଚିତ୍ରଗ୍ରହଣ | ଦୀପଙ୍କର ଜାହ୍ନା |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧ ନଭେମ୍ବର ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବାଳ-ଦ ରିଦମ୍ ଅଫ୍ ଲାଇଫ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା ଓ ଏହା ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସଞ୍ଜୟ ମହାକୁଳ । ଅମରେଶ ପତି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମୀର ଶତପଥୀ । ଏହି କଥାଚିତ୍ର ଜରିଆରେ ସମୀର ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଦିବ୍ୟା ମହାନ୍ତି ଏବଂ ଅନନ୍ୟା ମିଶ୍ର ଏହି କଥାଚିତ୍ରଟିର ଦୁଇଜଣେ ନାୟିକା ଭାବରେ ଅଭିନୟ କରିଥିଲେ । ଅନ୍ୟାନ୍ୟ କଳାକାରମାନଙ୍କ ମଧ୍ୟରେ ଅପରାଜିତା ମହାନ୍ତି, ସଲିଲ ମିତ୍ର, ଜୟ ପ୍ରକାଶ ଦାସ, ଅନନ୍ତ ମିଶ୍ର, ଐଶ୍ୱର୍ଯ୍ୟା ଆଦି ବିଭିନ୍ନ ଭୂମିକା ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର କଟକର ଜୟଶ୍ରୀ ସିନେମା ହଲ୍ରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ।[୧] ଏହି ପ୍ରଦର୍ଶନରେ ଚନ୍ଦା ଲୋକମାନଙ୍କ ପାଇଁ ମାଗଣା ଫିଲ୍ମ ଦେଖିବାର ବ୍ୟବସ୍ଥା କରାଯାଇଥିଲା ।[୧]
ଅଭିନୟ
[ସମ୍ପାଦନା]- ସମୀର ଶତପଥୀ
- ଦିବ୍ୟା ମହାନ୍ତି[୩][୪][୫]
- ଅନନ୍ୟା ମିଶ୍ର
- ଅପରାଜିତା ମହାନ୍ତି
- ସଲିଲ ମିତ୍ର[୧]
- ଜୟ ପ୍ରକାଶ ଦାସ
- ଅନନ୍ତ ମିଶ୍ର
- ଐଶ୍ୱର୍ଯ୍ୟା
- ଅସୀତା ଶତପଥୀ[୬]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଜେମ୍ସ୍ ଭରତ, ଅଭିଜିତ ମଜୁମଦାର, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]All tracks written by ନିର୍ମଳ ନାୟକ.
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଟୋପି ଖୋଲ ମାମୁଁ" | ଅଭିଜିତ ମଜୁମଦାର | |
2. | "ବାଳକୁ ସମ୍ଭାଳ" | ଅଭିଜିତ ମଜୁମଦାର, ଜେମ୍ସ୍ ଭରତ, ସଞ୍ଜୁ ମହାନ୍ତି | |
3. | "ହାଏ ହାଏ ମୋ ଦିଲ୍" | ହ୍ୟୁମାନ ସାଗର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "ରିଲିଜ୍ ହେଲା ଫିଲ୍ମ 'ବାଳ-ଦି ରିଦିମ ଅଫ୍ ଲାଇଫ୍' | OTV Khabar". OTV. 1 November 2019. Archived from the original on 5 November 2019. Retrieved 5 November 2019.
- ↑ "ଆଜି ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଶେଷ ରାତି'". ସମ୍ବାଦ. ଭୁବନେଶ୍ୱର: sambad.in. 5 August 2022. Archived from the original on 3 November 2022. Retrieved 3 November 2022.
- ↑ "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
- ↑ "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
- ↑ "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
- ↑ "ଅସୀତା ଯାହା ଚାହୁଁଥିଲେ". ଧରିତ୍ରୀ. 26 November 2020. Archived from the original on 20 January 2021. Retrieved 20 January 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବାଳ-ଦ ରିଦମ୍ ଅଫ୍ ଲାଇଫ୍