ଅନ୍ୟାୟ ସହିବି ନାହିଁ

ଉଇକିପିଡ଼ିଆ‌ରୁ
(Anyaya Sahibi Nahinରୁ ଲେଉଟି ଆସିଛି)
ଅନ୍ୟାୟ ସ‌ହିବି ନାହିଁ
ନିର୍ଦ୍ଦେଶକଅଶୋକ ଶର୍ମା
ପ୍ରଯୋଜକସୁରେଶ ମହାନ୍ତି
ଜୀତେନ୍ଦ୍ର
ସଂଳାପରତିକାନ୍ତ ମିଶ୍ର
ଚିତ୍ରନାଟ୍ୟଅଶୋକ ଶର୍ମା
କାହାଣୀଅଶୋକ ଶର୍ମା
କଳାକାରଶ୍ରୀରାମ ପଣ୍ଡା
ଉତ୍ତମ ମହାନ୍ତି
ଦେବୁ ବୋଷ
ଦେବୁ ବ୍ରହ୍ମା
ମାମିନା
ସଙ୍ଗୀତବାସୁଦେବ ରଥ
ଚିତ୍ରଗ୍ରହଣଦିଲୀପ ରାୟ
ମୁକ୍ତିଲାଭ ତାରିଖ
୧୯୮୭
ଦେଶ ଭାରତ
ଭାଷାଓଡ଼ିଆ

ଅନ୍ୟାୟ ସହିବି ନାହିଁ, ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁରେଶ ମହାନ୍ତି ଏବଂ ଜୀତେନ୍ଦ୍ର । ରତିକାନ୍ତ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ଶର୍ମା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି, ଦେବୁ ବୋଷ, ଦେବୁ ବ୍ରହ୍ମା, ମାମିନା, ବୀରେନ ରାଉତରାୟ, ସ୍ନେହାଜ କୁଡ଼ିଆ, ବିନାୟକ ମିଶ୍ର, ଜୀତେନ ସିଂହ, ଜୟା ବି., ରୁନୁ ପରିଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ଶିବବ୍ରତ ଦାସ, ବନବିହାରୀ ପଣ୍ଡା, ରଘୁନାଥ ରାଉତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ, ଶବ୍ୱିର କୁମାର, ସ୍ୱାଗତିକା ରଥ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର[ସମ୍ପାଦନା]