ଅନୁ ଦିଦି ନଟ୍ ଆଉଟ୍
ଦେଖଣା
(Anu Didi - Not Outରୁ ଲେଉଟି ଆସିଛି)
ଅନୁ ଦିଦି ନଟ୍ ଆଉଟ୍ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ଜାଗି ମଙ୍ଗତ ପଣ୍ଡା |
କଳାକାର | ଅନୁ ଚୌଧୁରୀ ଅମନ ତନୁଶ୍ରୀ |
ସଙ୍ଗୀତ | ଅନିଲ କୁମାର |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅନୁ ଦିଦି ନଟ୍ ଆଉଟ୍, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁ ଚୌଧୁରୀ । ଅମନ, ତନୁଶ୍ରୀ, ସମାଜ ପତି, ସୋମା ହୋତା, ଅନଦା, ମନିଷା, ମେଘା, ଟ୍ୱିଙ୍କଲ୍, ଖୁସି, ଅନିତା, ମମତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୦ ମସିହାର ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ଅବସରରେ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]- ଅନୁ ଚୌଧୁରୀ
- ଅମନ
- ତନୁଶ୍ରୀ
- ସମାଜ ପତି
- ସୋମା ହୋତା
- ଅନଦା
- ମନିଷା
- ମେଘା
- ଟ୍ୱିଙ୍କଲ୍
- ଖୁସି
- ଅନିତା
- ମମତା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନିଲ କୁମାର ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ PATI, ABINASH (8 March 2020). "ଆଜି ରିଲିଜ୍ ହେଉଛି ଟେଲି ଫିଲ୍ମ 'ଅନୁ ଦିଦି ନଟ୍ ଆଉଟ୍'". ଓଟିଭି ଖବର. ଭୁବନେଶ୍ୱର. Archived from the original on 17 January 2022. Retrieved 17 January 2022.
- ↑ "ହିରୋଇନ୍ ବି କମ୍ ନୁହନ୍ତି, ଓଡ଼ିଶାରେ ସଫଳ ହେଉଛି ନାରୀ କୈନ୍ଦ୍ରିକ ଫିଲ୍ମ". Odisha Reporter. 7 March 2021. Archived from the original on 20 April 2021. Retrieved 17 January 2022.
- ↑ MALLICK, SHARMILI (7 March 2020). "Close on the heels of the massive success of its first web series 'Chumbak- A Love Beyond', Tarang Cine Productions is all set to release 'Anu Didi Not Out' on International Women's Day tomorrow". OTV News (in English). Bhubaneswar. Archived from the original on 9 August 2020. Retrieved 17 January 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅନୁ ଦିଦି ନଟ୍ ଆଉଟ୍