ଆଖିରେ ଆଖିରେ
ଦେଖଣା
(Akhire Akhireରୁ ଲେଉଟି ଆସିଛି)
ଆଖିରେ ଆଖିରେ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ବିଜୟ କାଣ୍ଡୋଇ |
ସଂଳାପ | ସିଦ୍ଧାର୍ଥ ଅଗ୍ରୱାଲ (କାହାଣୀ) ଶ୍ରୀକାନ୍ତ ଗୌତମ (ସଂଳାପ) |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ସିଦ୍ଧାର୍ଥ ଅଗ୍ରୱାଲ |
କଳାକାର | ବାବୁଶାନ୍, ଝିଲିକ ଭଟ୍ଟାଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ସମରେଶ ରାଉତରାୟ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ସିତାଶୁଂ ମହାପାତ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆଖିରେ ଆଖିରେ, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା 'ସାର୍ଥକ ଫିଲ୍ମ୍ସ' ବ୍ୟାନରରେ, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୧] ଏହି ଚଳଚ୍ଚିତ୍ର ତେଲୁଗୁ ଚଳଚ୍ଚିତ୍ର ଇଶ୍କର ରିମେକ୍ ଅଟେ ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଆଖିରେ ଆଖିରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨] [୩]
- ବାବୁଶାନ୍[୪]
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୫]
- ସିଦ୍ଧାନ୍ତ ମହାପାତ୍ର[୬]
- ସମରେଶ ରାଉତରାୟ
- ହରିହର ମହାପାତ୍ର
- ବିଜୟ ମହାନ୍ତି
- ଅପରାଜିତା ମହାନ୍ତି
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ମଳୟ ମିଶ୍ର
- ପ୍ରଚ୍ଛଦପଟ ଗାୟକ: ନିବେଦିତା, ପଙ୍କଜ ଜାଲ, ବାବୁଲ ସୁପ୍ରିଓ
ଆଧାର
[ସମ୍ପାଦନା]- ↑ "Odia film Akhire Akhire all set to release on 1st Jan, 2014". orissadiary.com. Archived from the original on 2 April 2015. Retrieved 22 January 2016.
- ↑ "Akhire Akhire new oriya movie". Retrieved 22 January 2016.
- ↑ "Akhire Akhire released". Retrieved 22 January 2016.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ "ଏହି ଅଭିନେତାଜଣକ ଆହତ ହେବାପରେ ସିଦ୍ଧାନ୍ତଙ୍କୁ ମିଳିଥିଲା ଏକ ଦମଦାର୍ ଭୂମିକା | Sambad". Sambad. 3 September 2018. Retrieved 4 September 2018.
{{cite news}}
: no-break space character in|title=
at position 68 (help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଖିରେ ଆଖିରେ