ଆଖିରେ ଆଖିରେ

ଉଇକିପିଡ଼ିଆ‌ରୁ
ଆଖିରେ ଆଖିରେ
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକବିଜୟ କାଣ୍ଡୋଇ
ସଂଳାପସିଦ୍ଧାର୍ଥ ଅଗ୍ରୱାଲ (କାହାଣୀ)
ଶ୍ରୀକାନ୍ତ ଗୌତମ (ସଂଳାପ)
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀସିଦ୍ଧାର୍ଥ ଅଗ୍ରୱାଲ
କଳାକାରବାବୁଶାନ୍, ଝିଲିକ ଭଟ୍ଟାଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ସମରେଶ ରାଉତରାୟ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣସିତାଶୁଂ ମହାପାତ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୪
ଦେଶଭାରତ
ଭାଷାଓଡ଼ିଆ

ଆଖିରେ ଆଖିରେ, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା 'ସାର୍ଥକ ଫିଲ୍ମ୍‌ସ' ବ୍ୟାନରରେ, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୧] ଏହି ଚଳଚ୍ଚିତ୍ର ତେଲୁଗୁ ଚଳଚ୍ଚିତ୍ର ଇଶ୍କର ରିମେକ୍ ଅଟେ ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଆଖିରେ ଆଖିରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨] [୩]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Odia film Akhire Akhire all set to release on 1st Jan, 2014". orissadiary.com. Archived from the original on 2 April 2015. Retrieved 22 January 2016.
  2. "Akhire Akhire new oriya movie". Retrieved 22 January 2016.
  3. "Akhire Akhire released". Retrieved 22 January 2016.
  4. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  5. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.
  6. "ଏହି ଅଭିନେତାଜଣକ ଆହତ ହେବାପରେ ସିଦ୍ଧାନ୍ତଙ୍କୁ ମିଳିଥିଲା ଏକ ଦମଦାର୍‌ ଭୂମିକା  | Sambad". Sambad. 3 September 2018. Retrieved 4 September 2018. {{cite news}}: no-break space character in |title= at position 68 (help)

ଅଧିକ ତଥ୍ୟ[ସମ୍ପାଦନା]