ଏସିପି ରଣବୀର

ଉଇକିପିଡ଼ିଆ‌ରୁ
(ACP Ranveerରୁ ଲେଉଟି ଆସିଛି)
ଏସିପି ରଣବୀର
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକଅନୁପ୍ରାସ ମହାନ୍ତି ଓ ଅନୁଭବ ମହାନ୍ତି
ଚିତ୍ରନାଟ୍ୟସୁବୋଧ ପଟ୍ଟନାୟକ
କାହାଣୀଅନୁଭବ ମହାନ୍ତି
କଳାକାରଅନୁଭବ ମହାନ୍ତି, ଆକାଙ୍କ୍ଷା ଚୌଧୁରୀ
ସଙ୍ଗୀତଶାନ୍ତିରାଜ ଖୋସଲା
ଚିତ୍ରଗ୍ରହଣକେ. ଭି. ରମନ୍ନା
ମୁକ୍ତିଲାଭ ତାରିଖ
୧୯ ଅକ୍ଟୋବର ୨୦୧୨[୧]
ଦେଶ ଭାରତ
ଭାଷାଓଡ଼ିଆ

ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଏସିପି ରଣବୀର ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ଏସିପି ରଣବୀର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୩]

ଗୀତ ଓ ସଙ୍ଗୀତ[ସମ୍ପାଦନା]

  • ସଙ୍ଗୀତକାର: ଶାନ୍ତିରାଜ ଖୋସଲା
  • ଗୀତିକାର: ବସନ୍ତରାଜ ସାମଲ
  • ପ୍ରଚ୍ଛଦପଟ ଗାୟକ:

ଗୀତ[୫][ସମ୍ପାଦନା]

  1. ବୀର ପିଲା
  2. ଓ ସୋଣିୟୋ ମୁଁ ହେଲି ତୋର ଦିୱାନା
  3. ମୁଁ ତୋ ପ୍ରେମରେ ହଜିଗଲି
  4. ମା ସିନା ଗାଏ ଲୋରି
  5. ତୁ ଝିଅଟିଏ ନା
  6. ସିଂହବାହିନୀ ମହିଷାମର୍ଦ୍ଦିନି ମା

ଟୀକା[ସମ୍ପାଦନା]

  1. "ACP Ranveer has been released | Odia Express". odiaexpress.in. 2012. Archived from the original on 28 September 2020. Retrieved 29 October 2012. Anubhav's most awaited film ACP Ranveer has been released in 60 halls today i.e 19-10-2012 , all over Odisha
  2. "'The film has very good action sequences' - Times Of India". indiatimes.com. 2012. Retrieved 29 October 2012. second production 'ACP Ranveer', releasing in theatres today[permanent dead link]
  3. "ACP Ranveer Oriya Movie". movie.incredibleorissa.com. 2012. Archived from the original on 3 November 2012. Retrieved 29 October 2012. ACP Ranveer Oriya Movie Cast & Crew
  4. "ଆର୍କାଇଭ୍ କପି". Archived from the original on 2013-06-28. Retrieved 2016-01-20. {{cite web}}: Cite has empty unknown parameter: |1= (help)
  5. "ACP Ranveer Oriya Mp3 Songs". songs.incredibleorissa.com. 2012. Retrieved 29 October 2012. ACP Ranveer Oriya Movie Songs

ବାହାର ଆଧାର[ସମ୍ପାଦନା]

  1. ଇଣ୍ଟରନେଟ ମୁଭି ଡାଟାବେସରେ ଏସିପି ରଣବୀର