ଏସିପି ରଣବୀର
ଏସିପି ରଣବୀର | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ଅନୁପ୍ରାସ ମହାନ୍ତି ଓ ଅନୁଭବ ମହାନ୍ତି |
ଚିତ୍ରନାଟ୍ୟ | ସୁବୋଧ ପଟ୍ଟନାୟକ |
କାହାଣୀ | ଅନୁଭବ ମହାନ୍ତି |
କଳାକାର | ଅନୁଭବ ମହାନ୍ତି, ଆକାଙ୍କ୍ଷା ଚୌଧୁରୀ |
ସଙ୍ଗୀତ | ଶାନ୍ତିରାଜ ଖୋସଲା |
ଚିତ୍ରଗ୍ରହଣ | କେ. ଭି. ରମନ୍ନା |
ମୁକ୍ତିଲାଭ ତାରିଖ | ୧୯ ଅକ୍ଟୋବର ୨୦୧୨[୧] |
ଦେଶ | ![]() |
ଭାଷା | ଓଡ଼ିଆ |
ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଏସିପି ରଣବୀର ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ଏସିପି ରଣବୀର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୩]
ଗୀତ ଓ ସଙ୍ଗୀତ[ସମ୍ପାଦନା]
- ସଙ୍ଗୀତକାର: ଶାନ୍ତିରାଜ ଖୋସଲା
- ଗୀତିକାର: ବସନ୍ତରାଜ ସାମଲ
- ପ୍ରଚ୍ଛଦପଟ ଗାୟକ:
ଗୀତ[୫][ସମ୍ପାଦନା]
- ବୀର ପିଲା
- ଓ ସୋଣିୟୋ ମୁଁ ହେଲି ତୋର ଦିୱାନା
- ମୁଁ ତୋ ପ୍ରେମରେ ହଜିଗଲି
- ମା ସିନା ଗାଏ ଲୋରି
- ତୁ ଝିଅଟିଏ ନା
- ସିଂହବାହିନୀ ମହିଷାମର୍ଦ୍ଦିନି ମା
ଟୀକା[ସମ୍ପାଦନା]
- ↑ "ACP Ranveer has been released | Odia Express". odiaexpress.in. 2012. Retrieved 29 October 2012.
Anubhav's most awaited film ACP Ranveer has been released in 60 halls today i.e 19-10-2012 , all over Odisha
- ↑ "'The film has very good action sequences' - Times Of India". indiatimes.com. 2012. Retrieved 29 October 2012.
second production 'ACP Ranveer', releasing in theatres today
- ↑ "ACP Ranveer Oriya Movie". movie.incredibleorissa.com. 2012. Retrieved 29 October 2012.
ACP Ranveer Oriya Movie Cast & Crew
- ↑ http://www.orissadiary.com/ShowEntertainmentNews.asp?id=37064
- ↑ "ACP Ranveer Oriya Mp3 Songs". songs.incredibleorissa.com. 2012. Retrieved 29 October 2012.
ACP Ranveer Oriya Movie Songs
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଏସିପି ରଣବୀର