Jump to content

୧୪୩ ଆଇ ଲଭ ୟୁ

ଉଇକିପିଡ଼ିଆ‌ରୁ
(ୱାନ ଫୋର ଥ୍ରୀ ଆଇ ଲଭ୍ ୟୁରୁ ଲେଉଟି ଆସିଛି)
୧୪୩ ଆଇ ଲଭ୍ ୟୁ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକସଞ୍ଜୟ ନାୟକ
ସଂଳାପ(ସଂଳାପ) : ରଞ୍ଜିତ ପଟ୍ଟନାୟକ
ଚିତ୍ରନାଟ୍ୟଅଶୋକ ପତି, ରଞ୍ଜିତ ପଟ୍ଟନାୟକ
କାହାଣୀସଞ୍ଜୟ ନାୟକ
କଳାକାରବାବୁଶାନ, କୋଏଲ ମୁଖାର୍ଜୀ, ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପା, ସମରେଶ
ସଙ୍ଗୀତଗୁଡ଼ଲି ରଥ
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ୧୪୩ ଆଇ ଲଭ୍ ୟୁ (1 4 3 I Love You) [] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ

[ସମ୍ପାଦନା]

ଓଡ଼ିଆ ଚଳଚ୍ଚିତ୍ର ‘୧୪୩ ଆଇ ଲଭ୍ ୟୁ (1 4 3 I Love You)’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଦ୍ରଷ୍ଟବ୍ୟ

[ସମ୍ପାଦନା]
  1. ଇଣ୍ଟରନେଟ ମୁଭି ଡାଟାବେସରେ ୧୪୩ ଆଇ ଲଭ ୟୁ
  2. "ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା". sambad.in. 31 March 2018. Retrieved 2 April 2018.
  3. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  4. "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
  5. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  6. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)