ସୁନା ପଞ୍ଜୁରୀ

ଉଇକିପିଡ଼ିଆ‌ରୁ
(ସୁନା ପଞ୍ଜୁରିରୁ ଲେଉଟି ଆସିଛି)
ସୁନା ପଞ୍ଜୁରୀ
ନିର୍ଦ୍ଦେଶକରବି କିନ୍ନାଗି
ପ୍ରଯୋଜକସୁବାସ ରାଉତ
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟରବି କିନ୍ନାଗି
କାହାଣୀଶଙ୍କର କିନ୍ନାଗି
କଳାକାରସିଦ୍ଧାନ୍ତ ମହାପାତ୍ର, ଇନ୍ଦିରା କ୍ରିଷ୍ନନ୍, ବିଜୟ ମହାନ୍ତି, ଜୟୀରାମ ସାମଲ
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣରଞ୍ଜନ କିନ୍ନାଗି
ମୁକ୍ତିଲାଭ ତାରିଖ
୧୯୯୫
ଦେଶ ଭାରତ
ଭାଷାଓଡ଼ିଆ

ସୁନା ପଞ୍ଜୁରୀ, ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ରାଉତ[୨] ଶଙ୍କର କିନ୍ନାଗି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହାର ସଂଳାପ ରଚନା କରିଥିଲେ । ରବି କିନ୍ନାଗି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଅଭିନୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Retrieved 14 January 2019.
  2. "ବିଶିଷ୍ଟ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". PrameyaNews7 (in Odia). Odisha. 22 September 2018. Archived from the original on 13 October 2020. Retrieved 15 January 2019.{{cite news}}: CS1 maint: unrecognized language (link)
  3. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  4. Reporter, Staff (2020-07-20). "Versatile Odia actor Bijoy Mohanty passes away". The Hindu (in Indian English). ISSN 0971-751X. Retrieved 2023-04-08.
  5. "Odia Actor Debu Bose Critical, On Ventilator". kalingatv.com. kalingatv. Retrieved 15 January 2019.

ବାହାର ଆଧାର[ସମ୍ପାଦନା]