ସାହାଣୀ ଘର କାହାଣୀ
ଦେଖଣା
ସାହାଣୀ ଘର କାହାଣୀ | |
---|---|
ନିର୍ଦ୍ଦେଶକ | ନିରଞ୍ଜନ ବେହେରା |
ପ୍ରଯୋଜକ | ଲିପ୍ସା ମିଶ୍ର |
କାହାଣୀ | ଲିପ୍ସା ମିଶ୍ର |
କଳାକାର | ବୁଲୁ ଲିପ୍ସା ମିଶ୍ର ମହାଶ୍ୱେତା ରାୟ ପିଣ୍ଟୁ ନନ୍ଦ ଜୀବନ ପଣ୍ଡା |
ସଙ୍ଗୀତ | ଅସଦ ନିଜାମ |
ଚିତ୍ରଗ୍ରହଣ | ଦିଲ୍ଲୀପ ରାଉତ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨ ଜାନୁଆରୀ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସାହାଣୀ ଘର କାହାଣୀ, ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଅଭିନେତ୍ରୀ ଲିପ୍ସା ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଲୁ ଓ ଲିପ୍ସା ମିଶ୍ର । ମହାଶ୍ୱେତା ରାୟ, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୨ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ । ଗୀତିକାର ପୁଷ୍ପକ ପରିଡ଼ା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀମା ପଣ୍ଡା, ଆଶୁତୋଷ ଷଡ଼ଙ୍ଗୀ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ବାଜେ ସାହାନାଇ" | ଅସୀମା ପଣ୍ଡା, ଆଶୁତୋଷ ଷଡ଼ଙ୍ଗୀ | |
2. | "ଖୋଲି କହିଦେ ସଫା ସଫା" | କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ Sahoo, Jyoti Prakash (7 May 2022). "Papu And Pragyan Come Together For 'Detective Karan Arjun'". My City Links (in English). Archived from the original on 4 June 2022. Retrieved 4 June 2022.
{{cite news}}
: CS1 maint: unrecognized language (link) - ↑ "ଆରମ୍ଭରୁ ଚମକାଇବେ ଲିପ୍ସା, ଆସୁଛି 'ସାହାଣୀ ଘର କାହାଣୀ'". Prameyanews7. ଭୁବନେଶ୍ୱର. 29 December 2021. Archived from the original on 26 January 2022. Retrieved 26 January 2022.
{{cite news}}
:|archive-date=
/|archive-url=
timestamp mismatch; 29 ଡିସେମ୍ବର 2021 suggested (help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାହାଣୀ ଘର କାହାଣୀ