ସତ କେବେ ଲୁଚି ରହେନା
Jump to navigation
Jump to search
ସତ କେବେ ଲୁଚି ରହେନା | |
---|---|
ନିର୍ଦ୍ଦେଶକ | ରମେଶ ମହାନ୍ତି |
କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଜୟୀରାମ ସାମଲ |
ସଙ୍ଗୀତ | ବସନ୍ତ ଦାସ |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୮୫ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ରମେଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସତ କେବେ ଲୁଚି ରହେନା ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘ସତ କେବେ ଲୁଚି ରହେନା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ସତ କେବେ ଲୁଚି ରହେନା ଇଣ୍ଟରନେଟ ମୁଭି ଡାଟାବେସରେ