ସତ କେବେ ଲୁଚି ରହେନା
ଦେଖଣା
ସତ କେବେ ଲୁଚି ରହେନା | |
---|---|
ନିର୍ଦ୍ଦେଶକ | ରମେଶ ମହାନ୍ତି |
କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଜୟୀରାମ ସାମଲ |
ସଙ୍ଗୀତ | ବସନ୍ତ ଦାସ |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୮୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୩୨ଲକ୍ଷ ୫୦ହଜାର |
ରମେଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସତ କେବେ ଲୁଚି ରହେନା ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ସତ କେବେ ଲୁଚି ରହେନା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ରାଧା ପଣ୍ଡା
- ଜୟୀରାମ ସାମଲ
- ବିରେନ ରାଉତରାୟ
- ଭୂପତି ତ୍ରିପାଠୀ[୧]
ଆଧାର
[ସମ୍ପାଦନା]- ↑ "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସତ କେବେ ଲୁଚି ରହେନା