ଶ୍ରୀକୃଷ୍ଣ ରାସଲୀଳା
ଦେଖଣା
| ଶ୍ରୀକୃଷ୍ଣ ରାସଲୀଳା | |
|---|---|
| ନିର୍ଦ୍ଦେଶକ | ସୋନା ମୁଖାର୍ଜୀ |
| ସଂଳାପ | କମଳ ଲୋଚନ ମହାନ୍ତି |
| ଚିତ୍ରନାଟ୍ୟ | କମଳ ଲୋଚନ ମହାନ୍ତି |
| ମୂଳ ଆଧାର | ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ |
| କଳାକାର | ରବୀନ୍ଦ୍ର ଅତିବୁଦ୍ଧି, ପ୍ରୀତି ପଟ୍ଟନାୟକ, ତପତୀ ଭଟ୍ଟାଚାର୍ଯ୍ୟ |
| ସଙ୍ଗୀତ | ରାଖାଲ ମହାନ୍ତି |
| ଚିତ୍ରଗ୍ରହଣ | ରାଜନ୍ କିନାଗୀ[୧] |
ମୁକ୍ତିଲାଭ ତାରିଖ | ୧୯୭୯ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
ଶ୍ରୀକୃଷ୍ଣ ରାସଲୀଳା ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୨] ଏହି ସିନେମାରେ ରବୀନ୍ଦ୍ର ଅତିବୁଦ୍ଧି, ପ୍ରୀତି ପଟ୍ଟନାୟକ, ତପତୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅଭିନୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
- ↑ "ଶ୍ରୀକୃଷ୍ଣ ରାସଲୀଳା". ନିତିଦିନ 'ନଜର୍'. Retrieved 12 March 2017.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀକୃଷ୍ଣ ରାସଲୀଳା