ଶ୍ରୀକୃଷ୍ଣ ରାସଲୀଳା

ଉଇକିପିଡ଼ିଆ‌ରୁ
ଶ୍ରୀକୃଷ୍ଣ ରାସଲୀଳା
ନିର୍ଦ୍ଦେଶକସୋନା ମୁଖାର୍ଜୀ
ସଂଳାପକମଳ ଲୋଚନ ମହାନ୍ତି
ଚିତ୍ରନାଟ୍ୟକମଳ ଲୋଚନ ମହାନ୍ତି
ମୂଳ ଆଧାରଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ
କଳାକାରରବୀନ୍ଦ୍ର ଅତିବୁଦ୍ଧି,
ପ୍ରୀତି ପଟ୍ଟନାୟକ,
ତପତୀ ଭଟ୍ଟାଚାର୍ଯ୍ୟ
ସଙ୍ଗୀତରାଖାଲ ମହାନ୍ତି
ଚିତ୍ରଗ୍ରହଣରାଜନ୍ କିନାଗୀ[୧]
ମୁକ୍ତିଲାଭ ତାରିଖ
୧୯୭୯
ଦେଶଭାରତ
ଭାଷାଓଡ଼ିଆ

ଶ୍ରୀକୃଷ୍ଣ ରାସଲୀଳା ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୨] ଏହି ସିନେମାରେ ରବୀନ୍ଦ୍ର ଅତିବୁଦ୍ଧି, ପ୍ରୀତି ପଟ୍ଟନାୟକ, ତପତୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅଭିନୟ କରିଥିଲେ ।

ଆଧାର[ସମ୍ପାଦନା]

  1. ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
  2. "ଶ୍ରୀକୃଷ୍ଣ ରାସଲୀଳା". ନିତିଦିନ 'ନଜର୍'. Retrieved 12 March 2017.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]