ଶିବା- ନଟ୍‌ ଆଉଟ୍‌

ଉଇକିପିଡ଼ିଆ‌ରୁ
ଶିବା- ନଟ୍‌ ଆଉଟ୍‌
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକଅରିନ୍ଦମ ରାୟ
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟସୁଧାଂଶୁ ମୋହନ ସାହୁ
କାହାଣୀଗୋପାଳ ଚନ୍ଦ୍ର ରାୟ
କଳାକାରଅରିନ୍ଦମ ରାୟ
ଅର୍ଚ୍ଚିତା ସାହୁ
ମନୋଜ ମିଶ୍ର
ପ୍ରଜ୍ଞା ଖଟୁଆ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୭ ସେପ୍ଟେମ୍ବର ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଶିବା- ନଟ୍ ଆଉଟ୍, ୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ଅରିନ୍ଦମ ରାୟ[୪] ଗୋପାଳ ଚନ୍ଦ୍ର ରାୟ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଭରଦ୍ୱାଜ ପଣ୍ଡା ଏହାର ସଂଳାପ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ କଥାଚିତ୍ରଟିର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୫][୬][୭] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୮]

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଅର୍ଚ୍ଚିତା ସାହୁ[୯][୧୦][୧୧][୧୨] ମନୋଜ ମିଶ୍ର, ପ୍ରଜ୍ଞା ଖଟୁଆ ଭଳି ଅଭିନେତାମାନେ କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୩][୧୪][୮]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧୬][୧୭] ସୁବ୍ରତ ସ୍ୱାଇଁ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସବିଶେଷ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।[୬]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ସାଲା ତୁ ପ୍ୟାର ବାଲା"ସୁବ୍ରତ ସ୍ୱାଇଁସବିଶେଷ, ଦୀପ୍ତିରେଖା ପାଢ଼ୀ[୬][୧୮] 
2."ସୁକ୍ରିୟା"   
3."ରଡ୍ଡ ନିଆଁ"   
4."ଶିବା ନଟ୍ ଆଉଟ୍"   

ପୁରସ୍କାର[ସମ୍ପାଦନା]

ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ଚରିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ଶ୍ରେଷ୍ଠ ଚରିତ୍ର ଅଭିନେତା ପୁରସ୍କାର ମିଳିଥିଲା ।[୧୯]

ଆଧାର[ସମ୍ପାଦନା]

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "ନାୟକ-ନାୟିକା ଲଢ଼େଇ". ସମାଜ. 15 October 2017. Retrieved 15 October 2017.[permanent dead link]
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. "'ଶିବା ନଟ୍ ଆଉଟ୍'ରେ ଅରିନ୍ଦମ ଦେଖାଇବେ ଡ୍ୟାନ୍ସ ଧମାକା". Odisha Reporters. 11 September 2017. Retrieved 22 September 2017.
  5. "ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!". sambad.in. 29 September 2017. Retrieved 1 October 2017.
  6. ୬.୦ ୬.୧ ୬.୨ "ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ଶାଲା ମୁଁ ପ୍ୟାରବାଲା' ଗୀତ". Odisha Reporter. 20 September 2017. Retrieved 22 September 2017.
  7. Mohapatra, Mrudu M. (20 August 2017). "Ollywood films to release on Durga Puja 2017". Odia Live. Retrieved 22 September 2017.
  8. ୮.୦ ୮.୧ "ପୂଜାରେ ତିନି". sambad.in. 18 September 2017. Archived from the original on 21 September 2017. Retrieved 22 September 2017.
  9. "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 4 September 2018. Retrieved 1 September 2018.
  10. "ପୁଣି କ'ଣ କମାଲ୍‌ କରିବେ ଏହି ହିଟ୍‌ ପେଆର୍‌!". Odia News 24. 9 September 2017. Archived from the original on 21 September 2017. Retrieved 22 September 2017.
  11. "ପୂଜା ବଜାରରେ ଧମାଲ କରିବେ ଅନୁଭବ, ବାବୁସାନ ଓ ଅରିନ୍ଦମ". ଖବର ଓଡ଼ିଶା. 7 September 2017. Retrieved 22 September 2017.
  12. "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Archived from the original on 21 September 2017. Retrieved 22 September 2017.
  13. "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.[permanent dead link]
  14. "ଅରିନ୍ଦମ୍‌ଙ୍କ ଅଭିନୀତ 'ଶିବା ନଟ୍‌ ଆଉଟ୍‌'କୁ ମିଳିଲା ସେନସର୍ ପ୍ରମାଣପତ୍ର". sambad.in. 23 September 2017. Archived from the original on 25 September 2017. Retrieved 24 September 2017.
  15. "ଏଥର ପୂଜା ବଜାରରେ ବି ନାହାନ୍ତି ଓଲିଉଡର ଏହି ଟପ୍‌ ନାୟକ! | Sambad". Sambad (in Odia). Odisha. 29 September 2018. Archived from the original on 1 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  16. "ବାବୁଙ୍କ ଯୁକ୍ତି". ସମାଜ. 8 October 2017. Retrieved 8 October 2017.[permanent dead link]
  17. "ଅଭିଜିତ-ପ୍ରେମ୍ ଆନନ୍ଦ: ସମ୍ପର୍କ ଯୋଡ଼ିଲା ସୋନୁ". ସମାଜ. 24 September 2017. Retrieved 30 September 2017.[permanent dead link]
  18. "ଦୀପ୍ତିଙ୍କ 'ହାଏ ତୋ ପ୍ରେମ'". ସମାଜ. 24 September 2017. Retrieved 30 September 2017.[permanent dead link]
  19. "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.

ବାହାର ଆଧାର[ସମ୍ପାଦନା]