ଶିବସୁନ୍ଦର ଦାସ
Jump to navigation
Jump to search
![]() | ||||
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ଜନ୍ମ ତାରିଖ | ||||
ଭୁମିକା | ବ୍ୟାଟସମାନ | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | ଭାରତ କ୍ରିକେଟ ଦଳ | |||
କ୍ୟାରିଅର ତଥ୍ୟ | ||||
ସ୍ପର୍ଦ୍ଧା | ଟେଷ୍ଟ | ଦିନିକିଆ | ପ୍ରଥମ ଶ୍ରେଣି | A ତାଲିକା |
ମ୍ୟାଚ ସଂଖ୍ୟା | ୨୩ | ୪ | ୧୬୬ | ୮୧ |
ରନ | ୧,୩୨୬ | ୩୯ | ୧୦,୩୬୯ | ୨୪୨୧ |
ବ୍ୟାଟିଂ ଆଭରେଜ | ୩୪.୮୯ | ୧୩ | ୩୯.୪୨ | ୩୨.୭୧ |
୧୦୦/୫୦ | ୨/୯ | ୨୪/ | ୪/୧୩ | |
ସର୍ବାଧିକ ରନ | ୧୧୦ | ୩୦ | ୩୦୦* | ୧୩୩* |
ବଲ ସଂଖ୍ୟା | ୬୬ | |||
ଉଇକେଟ | ||||
ବୋଲିଂ ଆଭରେଜ | ||||
୫ ଉଇକେଟ ବା ଅଧିକ | ||||
୧୦ ଉଇକେଟ ବା ଅଧିକ | ||||
ଶ୍ରେଷ୍ଠ ବୋଲିଂ | ||||
କ୍ୟାଚ/ଷ୍ଟମ୍ପିଂ | ୩୪/୦ | ୧୫୬/୦ | ୨୨/୦ | |
Source: Cricinfo, ୧୨ ଅକ୍ଟୋବର |
ଶିବସୁନ୍ଦର ଦାସ(ଜନ୍ମ- ନଭେମ୍ବର ୫ ତାରିଖ ୧୯୭୭) ଜଣେ ଭାରତୀୟ କ୍ରିକେଟ ଖେଳାଳି। ସେ ଜଣେ ଡାହାଣ-ହାତି ଖେଳାଳି। ସେ ପ୍ରଥମ-ଶ୍ରେଣୀ କ୍ରିକେଟରେ ଓଡ଼ିଶାପକ୍ଷରୁ ଖେଳନ୍ତି, ଶିବସୁନ୍ଦର ପ୍ରଥମେ ୨୦୦୦ ମସିହାରେ ବେଙ୍ଗାଳୁରୁଠାରେ ଜାତୀୟ କ୍ରିକେଟ ଶିବିରରେ ଯୋଗ ଦେଇଥିଲେ ଓ ସେହି ବର୍ଷ ସେ ଭାରତ ତରଫରୁ ମଧ୍ୟ ଖେଲିବାର ସୁଯୋଗ ପାଇଥିଲେ। ସେ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ମଧ୍ୟ ରହିଥିଲେ। ସେ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ଖେଳି ୨ଥର ଶତକ ହାସଲ କରିବା ସହିତ ମୋଟ ୧,୩୨୬ ରନ୍ କରିଥିଲେ। ସେ ଓଡ଼ିଶା ତରଫରୁ ଭାରତ ପାଇଁ ଖେଳିଥିବା ତୃତୀୟ ଓଡ଼ିଆ ଖେଳାଳି ।
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ୧୯୯୫ - ଏକଲବ୍ୟ ପୁରସ୍କାର