ପ୍ରବୋଧ ତିର୍କୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପ୍ରବୋଧ ତିର୍କି
ଜନ୍ମ ଓ ଜନ୍ମସ୍ଥାନ ୬ ଅକ୍ଟୋବର ୧୯୮୪ (1984-10-06) (୩୩ ବର୍ଷ)
ସୁନ୍ଦରଗଡ଼, ଓଡ଼ିଶା

ପ୍ରବୋଧ ତିର୍କି ଓଡ଼ିଶାର ସୁନ୍ଦରଗଡ଼ଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତୀୟ ହକି ଦଳ ଓ ଓଡ଼ିଶା ତରଫରୁ ପ୍ରତିନିଧିତ୍ଵ କରିଛନ୍ତି। ସେ ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ରହିଥିଲେ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ରବୋଧ ତିର୍କିଙ୍କ ବଡ଼ ଭାଇ ଇଗ୍ନେଶ ତିର୍କି ମଧ୍ୟ ଭାରତ ତରଫରୁ ଖେଳିବାର ସୁଯୋଗ ପାଇଛନ୍ତି।

ଖେଳ ଜୀବନ[ସମ୍ପାଦନା]

ସେ ଭାରତ ପକ୍ଷରୁ ବେଲଜିୟମ ବିପକ୍ଷରେ ୨୦୦୧ ମସିହାରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ। ସେ ୨୦୦୪ରେ ଅନୁଷ୍ଠିତ ଅଲମ୍ପିକରେ ଭାରତ ପକ୍ଷରୁ ଖେଳିଥିଲେ।

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]