ଆଲୋଚନା:ଶିବସୁନ୍ଦର ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search

ପ୍ରସଙ୍ଗରେ ଥିବା ଛବି, କ୍ରିକେଟ ଖେଳାଳି ଶିବ ସୁନ୍ଦର ଦାସଙ୍କର ନୁହଁ । ପ୍ରସଙ୍ଗରୁ ବାଦ ଦିଆଯାଉ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୫୯, ୧୧ ମାର୍ଚ୍ଚ ୨୦୨୧ (IST)

କୌଣସି ମତାମତ ନ ଆସିବାରୁ, ଆଉ ମୋର ସନ୍ଦେହ ଥିବାରୁ ମୁଁ ଛବିଟି ହଟେଇ ଦେଉଛି । ଅନ୍ୟ କାହାକୁ ଛବିଟି ଠିକ ଲାଗୁଥିଲେ ପୁନଃସାପିତ କରିପାରିବେ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୮:୩୧, ୩ ମଇ ୨୦୨୧ (IST)